Below header
Browsing Tag

gas sylinder blast

ବିହାର: ବିବାହ ଶୋଭାଯାତ୍ରା ବେଳେ ଘର ଉପରେ ପଡ଼ିଲା ବାଣ, ସିଲିଣ୍ଡର ଫାଟି ପରିବାରର ୬ ମୃତ

ବିହାରର ଦରଭଙ୍ଗାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ବିବାହ ଶୋଭାଯାତ୍ରା ବେଳେ ବାଣ ପଡ଼ି ଏକ ଘରେ ନିଆଁ ଲାଗିଯାଇଥିଲା, ଯେଉଁ କାରଣରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ବାଣ ନିଆଁରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଇ…

ୟୁପି: ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଲାଗିଲା ଭୟଙ୍କର ନିଆଁ, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଉଠିଲା ଅଞ୍ଚଳ

ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଗତକାଲି ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ କରିଥିଲା । ନିଆଁ ଏତେ ଭୟାବହ ଥିଲା ଯେ ଆଖାପାଖ କ୍ଷେତଗୁଡ଼ିକୁ ମଧ୍ୟ ଏହା ବ୍ୟାପିଯାଇଥିଲା । ମୁରାଦାବାଦର ଭୋଜପୁର ଥାନା…

ବାଲେଶ୍ୱର : ଶିଲିଣ୍ଡର ଫାଟି ଶିଶୁ ମୃତ, ୪ ଗୁରୁତର

କେନ୍ୟୁଜ୍‌(ବ୍ୟୁରୋ) : ବାଲେଶ୍ୱର ବଳରାମଗଡି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଗ୍ୟାସ୍‌ ସିଲିଣ୍ଡର ଫାଟିବା ଯୋଗୁ ଜଣେ ଶିଶୁର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।