Browsing Tag

gautam gulati

ବିଗ୍‌ବସ୍‌ ୧୪ରେ ସାମିଲ ହେବେ ଗୌତମ ଗୁଲାଟୀ, ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ମିଶି ଅନ୍ୟ ପ୍ରତିଯୋଗୀଙ୍କର ନେବେ କ୍ଲାସ୍‌

ଟିଭିର ସବୁଠୁ ବିବାଦୀୟ ରିୟାଲିଟି ଶୋ’ ବିଗବସ୍‌ ୮ର ବିଜେତା ଅଭିନେତା ଗୌତମ ଗୁଲାଟୀ ବିଗ୍‌ବସ୍‌ ୧୪ ଘରେ ଏଣ୍ଟ୍ରି କରିବେ। ଗତ ବର୍ଷ ମଧ୍ୟ ସେ ବିଗ୍‌ବସ୍‌ ୧୩ ଘରେ ଏଣ୍ଟ୍ରି କରି ଚର୍ଚ୍ଚାକୁ ଆସିଥିଲେ। ଚଳିତଥର ବି ସେ ସେ ଘରକୁ ଅତିଥିଭାବେ ଆସିବେ। ସେ ସିଦ୍ଧାର୍ଥ ଶୁକ୍ଳା, ଗୌହର ଖାନ୍‌ ଓ…

ଉର୍ବଶୀ ରୋତେଲାଙ୍କୁ ବିବାହ କଲେ ଗୌତମ ଗୁଲାଟୀ, ଫଟୋ ସେୟାର କରି କହିଲେ- ‘ଶୁଭେଚ୍ଛା ଜଣାଇବେନି!’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ଓ ଅଭିନେତା ଗୌତମ ଗୁଲାଟୀଙ୍କର ଏକ ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଉର୍ବଶୀ ବୋହୂ ବେଶରେ ଲାଲ୍‌ ଲେହେଙ୍ଗା ପିନ୍ଧିଥିବା ବେଳେ ଗୌତମ ଶେରଓ୍ଵାନୀ ପିନ୍ଧିଛନ୍ତି। ଫଟୋକୁ ଗୌତମ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି…