Browsing Tag

ghana

ସ୍ୱପ୍ନରେ ଛେଳି କାଟୁଛି ଭାବି ନିଜର ପ୍ରାଇଭେଟ୍‌ ପାର୍ଟ କାଟିଦେଲେ ଯୁବକ, ରକ୍ତ ଜୁଡୁବୁଡୁ ହେବା ପରେ ଭାଙ୍ଗିଲା ନିଦ

ସ୍ୱପ୍ନ ଦୁନିଆରେ ଆପଣ କିଛି ବି କରିପାରିବେ। ସ୍ୱପ୍ନ ଦେଖି ମଣିଷ ଏମିତି ଏକ ଦୁନିଆକୁ ଚାଲିଯାଏ, ଯେଉଁଠି ସେ କ’ଣ କରେ, ତାହା ଜାଣିପାରିବେ ନାହିଁ। ଏମିତି ସ୍ୱପ୍ନ ଦେଖି ଦେଖି ଜଣେ ଯୁବକ ନିଜକୁ ଲହୁଲୁହାଣ କରିଛନ୍ତି। ଯୁବକ ଜଣକ ସ୍ୱପ୍ନରେ ମାଂସ କାଟୁଥିବା ଦେଖି ଏମିତି ଲହୁଲୁହାଣ…

ଏହି ଦେଶରେ ଲୋକଙ୍କ କାମ ଏବଂ ଷ୍ଟାଟସ ଅନୁଯାୟୀ ତିଆରି କରାଯାଏ କଫିନ, ମିଳେ ବିଭିନ୍ନ ଷ୍ଟାଇଲର କଫିନ

ଆମ ଦେଶରେ ହିନ୍ଦୁ ଧର୍ମରେ ମଣିଷ ମରିବା ପରେ ପୋଡାଯାଇଥାନ୍ତି। ଏହାଛଡା ଖ୍ରୀଷ୍ଟିଆନ ଧର୍ମରେ ପୋତାଯାଇଥାନ୍ତି। ଏମାନେ ପୋତା ହେବା ପାଇଁ ଯେଉଁ କଫିନ ପ୍ରସ୍ତୁତ ହୋଇଥାଏ, ତାହା ଦେଖିବାକୁ ସାଧାରଣ ବାକ୍ସ ପରି। କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠି ମୃତ ବ୍ଯକ୍ତିକୁ ପୋତିବା ପାଇଁ…