Browsing Tag

ghatagaon maa tarini temple

ଜାଣନ୍ତୁ ଘଟଗାଁ ମା’ତାରିଣୀଙ୍କ ଆଷାଢୀ ପର୍ବର କିମ୍ବଦନ୍ତୀ, କଣ ପାଇଁ ବନ୍ଦ ରୁହେ ମନ୍ଦିର

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀ । ମା' ତାରିଣୀଙ୍କର ଆଜି ହେଉଛି ଆଷାଢୀ ପର୍ବ । ଏଥିପାଇଁ ପ୍ରଚଳିତ ପ୍ରଥା ଅନୁଯାୟୀ ମା'ତାରିଣୀ ମନ୍ଦିର ଓ ଦୁଆରସୁଣି ମନ୍ଦିର ଦିନବେଳା ସମ୍ପୂର୍ଣ୍ଣ ବନ୍ଦ ରହିବ । ସନ୍ଧ୍ୟା ୭ ଘଟିକାରୁ ରାତ୍ର ୧୦ଘଟିକା ପଯ୍ୟନ୍ତ ସମସ୍ତ…

ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି ମା ତାରିଣୀଙ୍କ ବ୍ରତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ତାରିଣୀ । ତାରିଣୀଙ୍କ ପୀଠରେ ଆଜି ବିପତ୍ତି ତାରିଣୀ ବ୍ରତ ପାଳିତ ହୋଇଛି । ପ୍ରତ୍ୟକ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ପଡୁଥିବା ମଙ୍ଗଳବାରରେ ହିଁ ଏହିବ୍ରତ ପାଳନ କରାଯାଏ ।ଏହି ଅବସରରେ…

 ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତଙ୍କ ଭିଡ଼, ମା’ ପାଳୁଛନ୍ତି କାଳିଆ ପାଇଁ ବ୍ରତ

କେନ୍ଦୁଝର/ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ମାଉସୀ ମା’ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମହିଳା ବ୍ରତ ପାଳନ କରି ନିଜ  ପରିବାର ପାଇଁ ମଙ୍ଗଳ କାମନା କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ବ୍ରତକୁ ପାଳିଥାନ୍ତି ଶ୍ରଦ୍ଧାଳୁ । ହଜାର ହଜାର ସଂଖ୍ୟାରେ ମହିଳା ହାତରେ ଭୋଗ ଡାଲା ଓ…

ନଡ଼ିଆ ରାଣୀ ମା’ ତାରିଣୀଙ୍କ ୮୬ ତମ ଚଇତି ପର୍ବ, ଜୋରସୋରରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ଆସୁଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଚଇତି ପର୍ବ। ଏଥରକ ପାଳିତ ହେବ ମା’ଙ୍କର ୮୬ ତମ ଚଇତି ପର୍ବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି। ଶାଳ ବଣର ରାଣୀଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ…

ଆଜିଠୁ ଖୋଲିଲା ଘଟଗାଁ ଦେବୀ ମା’ ତାରିଣୀଙ୍କ ମନ୍ଦିର, ଦୀର୍ଘ ମାସ ପରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ(କେନ୍ଯୁଜ୍): ଦର୍ଶନ ଦେଲେ ମାଆ ତାରିଣୀ। ଆଜିଠୁ ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିଛି। ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି ହୋଇଛି । ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ଓ…

କାଲି ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର,୧୦ ବର୍ଷରୁ କମ୍‌ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର…

ଘଟଗାଁ(କେନ୍ୟୁଜ୍):  ଆସନ୍ତାକାଲିଠୁ ଖୋଲିବ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛି ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡ । ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର…