ଶୌଚ ହେବାକୁ ଯାଇଥିବା ବେଳେ ଖସିଲା ମାଟି ଅତଡ଼ା: ଝିଅ ମୃତ, ବାପା ଗୁରୁତର
ଯାଜପୁର : ମାଟି ଅତଡ଼ା ଖସି ଝିଅ ମୃତ, ବାପା ଗୁରୁତର। ଗୁରୁତର ବାପା ଈଶ୍ୱର ମୁଣ୍ଡାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଅଘଟଣ ଘଟିଛି । ମୃତ ଝିଅ ଗୀତା ମୁଣ୍ଡା ।
ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍…