Below header
Browsing Tag

girl misbehaved

ବନ୍ଧା ହେଲେ ରସିକିଆ ସାହିତ୍ୟ ମାଷ୍ଟର, ନାବାଳିକାଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ଅଭିଯୋଗରେ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ରସିକିଆ ସାହିତ୍ୟ ସାର୍‌ଙ୍କ କାରନାମା । ନାବାଳିକା ଛାତ୍ରୀଙ୍କୁ ପାଠ ପଢ଼େଇବା ବାହାନାରେ ଦେଖାଉଥିଲେ ଅଶ୍ଳୀଳ ଭିଡିଓ । ତନାଘନା ପରେ ପୋଲିସ୍ ହାତରେ ବନ୍ଧା ହେଇଛନ୍ତି ସାହିତ୍ୟ ସାର୍‌। ଭୁବନେଶ୍ୱର ଭରତପୁର ଅଞ୍ଚଳଳରୁ ଆସିଛି ଏଭଳି ଏକ ଘଟଣା । ଅଭିଯୁକ୍ତ ସାର ହେଲେ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର(କେନ୍ୟୁଜ୍): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ…

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଥାନା ଘେରାଉ କଲେ ଜରିପଡ଼ା ଗ୍ରାମର ଶତାଧିକ ମହିଳା

ଖୋର୍ଦ୍ଧାଟାଙ୍ଗୀ(କେନ୍ୟୁଜ୍): ଦୁଷ୍କର୍ମ ଅଭିଯୋଗ ନେଇ ପୋଲିସ ଏତଲା ନ ରଖିବାରୁ ପ୍ରତିବାଦରେ ଟାଙ୍ଗୀ ଥାନା ଘେରାଉ କରିଛନ୍ତି ଉତ୍ତ୍ୟକ୍ତଲୋକ । ଅଗଷ୍ଟ ୧୭ତାରିଖରେ ଟାଙ୍ଗୀ ଥାନା ଜରିପଡ଼ାର ଜଣେ ଭିନ୍ନକ୍ଷମ ଯୁବତୀଙ୍କ ସହ ପଡ଼ିଶା ଘରର ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଘରେ କେହି ନଥିବା ବେଳେ…

ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ , ମାଟ୍ରିକ ପରୀକ୍ଷାରେ ଫେଲ୍ କରିବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ

କଳାହାଣ୍ଡି(କେନ୍ୟୁଜ୍) : ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । କଳାହାଣ୍ଡି ଜିଲ୍ଲାରେ ଥିବା ଆବାସିକ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ସ୍କୁଲର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ । ଦୁଷ୍କର୍ମ ପରେ ଘଟଣା…

ପୁଣି ଲଜ୍ଜା : କେଉଁଠି ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ତ କେଉଁଠି ପରିତ୍ୟକ୍ତ ଘରୁ ନାବାଳିକାଙ୍କ ଝୁଲନ୍ତା…

ଜଳେଶ୍ୱର(କେନ୍ଯୁଜ୍) : ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ। ଜଳେଶ୍ୱର ବାଲିଆପାଳଅଞ୍ଚଳରେ ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ମଦର ଟେରେସା ଆବାସିକ ବିଦ୍ୟାଳୟରେ ପଢୁଥିବାବେଳେ ଗତ ୨ଦିନ ପୂର୍ବରୁ ନିଖୋଜ ଥିଲେ। ଏନେଇ ସ୍କୁଲ କର୍ତ୍ତୁପକ୍ଷ ନାବାଳିକାଙ୍କ…

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଶୋଇଥିବା ବେଳେ କବାଟ ଭାଙ୍ଗି ଘରୁ ଟେକି ନେଲେ ଦୁର୍ବୃତ୍ତ

ଗଞ୍ଜାମ(କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କମ ଉଦ୍ୟମ ଅଭିଯୋଗ । ବୁଧବାର ରାତିରେ ଯୁବତୀ ଜଣକ ଘରେ ଶୋଇଥିବା ବେଳେ ଘରର ପଛ ପଟୁ ଚାରି ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଯୁବତୀଙ୍କୁ ଉଠାଇ ନେଇ ଦୁଷ୍ମର୍ମ ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣକ ପ୍ରତିବାଦ…

କନ୍ଧମାଳରେ ଲଜ୍ଜା, ଅପହରଣ ପରେ ନାବାଳିକାଙ୍କୁ ଦୁଷ୍କର୍ମ

କନ୍ଧମାଳ(କେନ୍ଯୁଜ୍) : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଅପହରଣ ପରେ ନାବାଳିକାଙ୍କୁ ଦୁଷ୍କର୍ମ। ତିନି ଦିନ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଦାରିଙ୍ଗିବାଡ଼ି ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପାରିଗଡ଼ର ପପୁନା…

ଚୋରି କରିବାରେ ବିଫଳ ହେବାରୁ ଘରୁ ଟେକି ନେଇ ନାବାଳିକାଙ୍କୁ କଲେ ଗଣଦୁଷ୍କର୍ମ

ଗଞ୍ଜାମ(କେନ୍ଯୁଜ୍) : ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ ଲଜ୍ଜା । ଘରୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତିନି ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ବାଲିଛାଇ ଫାଣ୍ଡି ଅଞ୍ଚଳରେ ଚୋରି କରିବାକୁ ଘରେ ପଶିଥିଲେ ଦୁର୍ବୃତ୍ତ । ହେଲେ ଚୋରି କରିବାରେ…

ପୁଣି ଲଜ୍ଜା, ପଞ୍ଚମ ଶ୍ରେଣୀର ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ

କଟକ(କେନ୍ଯୁଜ୍) : କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଏହାପରେ ମାମଲା ରଫାଦଫା କରିବାକୁ ଅଭିଯୁକ୍ତଙ୍କ ପରିବାର ଓ ଗାଁ ଲୋକ ନାବାଳିକାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଗାଁକୁ ଯାଇ ପୋଲିସ ତଦନ୍ତ କରିଛି।…