ସେଲଫି ଡିଲିଟ୍ ନ କରିବାରୁ ପ୍ରେମିକଙ୍କୁ ଅପହରଣ କଲେ ପ୍ରେମିକା, ମାମଲା ହେଲା ରୁଜୁ
ତାମିଲନାଡୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ପ୍ରେମିକାଙ୍କ ସାଥିରେ ସେଲ୍ଫି ଉଠାଇବା ପାଇଁ ରାଜି ନହେବାରୁ ପ୍ରେମିକା ଜଣଙ୍କ ତାଙ୍କ ସାଥିକୁ ଅପହରଣ କରିନେଇଛନ୍ତି। ଏହି ଘଟଣା ତାମିଲନାଡୁ ଚେନ୍ନାଇର ଅଟେ ଯେଉଁଠି ଜଣେ ୨୦ ବର୍ଷିୟା ଯୁବତୀ ନିଜର ପ୍ରେମିକାଙ୍କୁ ଏକ ସେଲ୍ଫି ଡିଲିଟ…