Browsing Tag

goat price rs 8 lakh

ଛେଳିର ନାଁ ସଲମାନ୍‌, ଦାମ୍‌ ୮ ଲକ୍ଷ ଟଙ୍କା ; କିଏ କିଣିବେ କି ?

ଗୋଟିଏ ଛେଳିର ଦାମ୍‌ ୮ ଲକ୍ଷ ଟଙ୍କା । ବିଶ୍ୱାସ ହେଉନି ନାଁ ? ହେଲେ ଏଇ ଭାରତରେ କିଛି ବି ଘଟି ପାରେ । ତେଣୁ ଏହା ବି ଘଟିବା ସମ୍ଭବ । ଉତ୍ତର ପ୍ରଦେଶ ଗୋରଖପୁରରେ ଥିବା ଏହି ଛେଳିର ମାଲିକ ତାର ଦାମ୍‌ ସ୍ଥିର କରିଛନ୍ତି ୮ ଲକ୍ଷ ଟଙ୍କା । ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଛେଳିର…