Browsing Tag

goat thieves

ସାଲେପୁର ଧର୍ମାଗତପୁର ଗାଁରେ ଧରାପଡିଲା ଛେଳି ଚୋର, ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ସାଲେପୁର : ଛେଳି ଚୋରକୁ ମାଡ଼। ଇଲେକ୍ଟ୍ରି ଖୁଣ୍ଟରେ ଚୋରକୁ ବାନ୍ଧି ମାଡ ମାରିବା ପରେ ପୋଲିସର ଜିମା ଦେଲେ ଗ୍ରାମବାସୀ। କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ ୫ଜଣରୁ ଅଧିକ ଚୋର ଗାଁରେ ପଶି ଗୋରୁ ଓ ଛେଳି ଚୋରି କରିବାକୁ ଆସିଥିଲେ। ଗୋବିନ୍ଦ ଚନ୍ଦ୍ର…