Browsing Tag

GoFindMe

ବିନା କୌଣସି ନେଟୱର୍କ ଓ ସିମକାର୍ଡରେ ବି କାମ କରିପାରିବ ଏହି ଜିପିଏସ ଟ୍ରାକର

ଆପଣ ନିଶ୍ଚିତ ରୂପେ ଅନେକ ପ୍ରକାରର ଟ୍ରାକର ଦେଖିଥିବେ ଓ ଜାଣିଥିବେ । ସମସ୍ତ ଟ୍ରାକର ଗୁଡିକ କୌଣସି ନା କୌଣସି ନେଟୱର୍କ ଜରିଆରେ କାମ କରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରାକର ବିଷୟରେ କହିବୁ ଯାହା ବିନା କୌଣସି ନେଟୱର୍କ ଓ ସିମ କାର୍ଡରେ ବି କାମ କରିପାରିବ । ଏହାବାଦ…