Browsing Tag

gold jewelery loot

ଝିଅ ବାହାଘର ପାଇଁ ରଖିଥିଲେ ସୁନା ଅଳଙ୍କାର, ବିଷାକ୍ତ ଗ୍ୟାସ ସ୍ପ୍ରେ କରି ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ: ଘର ବାହାରେ ଏଣେ ତେଣେ ଖେଳା ହୋଇ ପଡ଼ିଛି କାଗଜ ପତ୍ର । ଖୋଲା ପଡ଼ିଛି ବାକ୍ସ ହେଲେ ଭିତରେ ଗୋଟେ ବି ଜିନିଷ ନାହିଁ । ଆଉ ଭଙ୍ଗା ହୋଇଛି ଝରକା । ଆଉ ଘରେ କିଛି ନାହିଁ ସବୁ କିଛି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଝିଅ ବାହାଘର ପାଇଁ ଘରେ ରଖିଥିଲେ ସୁନା ଗହଣା ସହ ନଗଦ ଟଙ୍କା । ହେଲେ ରାତି…

ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା’, ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଚୋର

ଉଦଳା: ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା' । ଖବର ଆସିଲା ତମ ଘର କବାଟ ଖୋଲାଅଛି । ମହିଳା ଜଣକ ଆସି ଦେଖନ୍ତି ତ ଘର ଝରକା ଖୋଲା ଅଛି କବାଟ ଭଙ୍ଗା ଯାଇଛି । ଆଉ ଗଡ୍ରେଜ୍ ଖୋଲା ପଡ଼ିଛି । ତା ସହ ଟ୍ରଙ୍କର ଜିନିଷ ମଧ୍ୟ ଏତେତେଣେ ପଡ଼ିଛି । ଚାରିଆଡ଼େ ଲୁଗା ପଟା ପଡ଼ିଛି ଆଉ ଘର ସାରା ଛିନ୍ ଛତର…

ରାଜଧାନୀରେ ମାତିଲେ ଲୁଟେରା, ଝରକା ଭାଙ୍ଗି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ

ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା ।  ଝରକା ଭାଙ୍ଗି ନେଇଗଲେ ସୁନା ଅଳଙ୍କାର ।  ଭୁବନେଶ୍ବର ଶ୍ରୀଗଣେଶ ବିହାର ଅଞ୍ଚଳରେ ଲୁଟ୍ ହୋଇଛି ।  ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।  ଶାବଳରେ ଝରକା ତାଡିବା ପରେ ବୃଦ୍ଧ ଦମ୍ପତିଙ୍କୁ ଭିତର ପଟୁ ତାଲା…

ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା

ଆନନ୍ଦପୁର : ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା । ତିନି ଦୁର୍ବୃତ୍ତ ଗୁଳି ଫୁଟାଇ ଭୟଭୀତ କରି ଢ଼େଙ୍କିକୋଟ ଅଞ୍ଚଳର ଦମ୍ପତିଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା  ବୀରଗୋବିନ୍ଦପୁର ଛକରେ ଘଟିଛି ଏହି ଘଟଣା ।…

ବନ୍ଧୁକ ମୁନରେ ଲୁଟ୍, ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ୩ ଦୁର୍ବୃତ୍ତ

ଜଳେଶ୍ବର (କେନ୍ୟୁଜ): ବନ୍ଧୁକ ଦେଖାଇ ଲୁଟ୍ । ପଲସରରେ ଆସି ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ବ୍ୟବସାୟୀ ଜଣକ ହେଲେ ଜଳେଶ୍ବର ଥାନା ପାଟଣା ନୂଆ ଗାଁର ଚନ୍ଦନ ରଣା । ବଳରାମପୁର ଛକ ସ୍ଥିତ ନିଜ ଅଳଙ୍କାର ଦୋକାନ ବନ୍ଦ କରି କିଛି ଗହଣା ବ୍ୟାଗ୍ ରେ ନେଇ…