Browsing Tag

gold looters gang

ଘର ଦୁଆର ମୁହଁରୁ ଲୁଟ୍ କଲେ ଦୁର୍ବୃତ୍ତ, ଭୁଜାଲିରେ ଆକ୍ରମଣ କରି ନେଇଗଲେ ଅଳଙ୍କାର ଭର୍ତ୍ତି ବ୍ୟାଗ

ସୋର: ଘର ଦୁଆର ମୁହଁରୁ ଲୁଟ୍ । ଭୁଜାଲିରେ ଆକ୍ରମଣ କରି ନେଇଗଲେ ସୁନା ଗହଣା । ୭୦୦ରୁ ୮୦୦ ଗ୍ରାମର ସୁନା ଚୋରି କରିଛନ୍ତି ଦୁର୍ବୃତ୍ତ । ତଦନ୍ତ ଆରମ୍ଭ କରିଛି ପୋଲିସ । ଜୁଏଲାରି ଦୋକାନର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଛନ୍ତି ୪ ରୁ ଉର୍ଦ୍ଧ୍ବ…

ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା : ୪ ଡୁପ୍ଲେକ୍ସରୁ ପୋଛି ନେଲେ ୪୦ ଲକ୍ଷ ଟଙ୍କାର ସୁନାଗହଣା

ଭୁବନେଶ୍ଵର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପାହାଳ ନିକଟ ସିଟି ହୋମ୍ ଡୁପ୍ଲେକ୍ସରେ ପଶି ସୁନାଗହଣା ଲୁଟିନେଲେ ।  ଗୋଟିଏ ରାତିରେ ୪ ଡୁପ୍ଲେକ୍ସରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଲଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ ।  ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।…

ସ୍ବର୍ଣ୍ଣ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦୁଝର: ମଙ୍ଗଳପୁର ଗ୍ରାମରୁ ବିଳମ୍ବିତ ରାତ୍ରୀରେ ଲୁଟ, ସ୍ବର୍ଣ୍ଣ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟିନେଲେ। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ଘରୁ ବିଳମ୍ବିତ ରାତ୍ରିରେ ଘରର ତାଲା ଭାଙ୍ଗି ଆଲମିରା ଲକରରୁ ୭ଭରି ଓଜନରୁ…

ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ: ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଆନନ୍ଦପୁର (କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ । ସିଆପଡାରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ସହ ୧୦ ଭରି ସୁନା, ଲାପଟପ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଗତକାଲି ପ୍ରଶାନ୍ତ ସାହୁଙ୍କ ଘର କବାଟ ତାଡି…

ଭଡାଟିଆ ହୋଇ ରହିଲେ ମିଠା ଖୁଆଇ ଘରେ ବୁଲାଇଲେ କଳାକନା, ଆଖି ପିଛୁଳାକେ ୩୫ଲକ୍ଷ ଟଙ୍କାର ସୁନା ଗହଣା ସହ ୨ଲକ୍ଷ ଟଙ୍କା…

ମାଲକାନଗିରି: ମିଠା ଖୁଆଇ ଲୁଟ୍‌। ସୁନାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ୩୫ଲକ୍ଷ ଟଙ୍କାର ସୁନା ଗହଣା ସହ ୨ଲକ୍ଷ ଟଙ୍କା ଧରି ଛୁ ମାରିଲେ । ମାଲକାନଗିରି ସଦର ମହକୁମା ବିବିଗୁଡ଼ା କଲୋନୀରୁ ଏହି ଲୁଟ୍‌ ହୋଇଛି। ଲୁଟ୍‌ ପାଇଁ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ…

ଲାଲବାଗ ପୋଲିସ୍ ହାତରେ ଛିନତାଇ ଗ୍ୟାଙ୍ଗ, ଲେଡି କିଙ୍ଗପିନ୍ ସହ ୪ଗିରଫ

କଟକ: ଲେଡି କିଙ୍ଗପିନ୍ ଗିରଫ। ଲାଲବାଗ ପୋଲିସ ହାତରେ ଛୀନତାଇ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍। ଖାଲି ସେତିକି ନୁହେଁ ଏହି ଗ୍ୟାଙ୍ଗଠାରୁ ପାଖାପାଖି ୧୮ ଗ୍ରାମ ସୁନା ସହିତ ନଗଦ ୧୩ ହଜାର ଟଙ୍କା ଜବତ କରାଯାଇଛି। ଏହାସହିତ ଗୋଟିଏ ବାଇକ, ଏକ ସ୍କୁଟିକୁ ମଧ୍ଯ…