Browsing Tag

gold price

କମିଲା ସୁନା ଦର, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ। ଗତି କିଛି ମାସ ହେବଣି ସୁନା ଦର ହୁ ହୁ ହୋଇ ବଢିଚାଲିଥିଲା। ଏଥିପାଇଁ ସୁନା କିଣିବାକୁ ଇଚ୍ଛୁକ ଥିବା ଲୋକ ଇଚ୍ଛା ଥାଇ ମଧ୍ୟ କିଣିପାରୁନଥିଲେ। କିନ୍ତୁ ଯଦି ଆପଣ ଏବେ ସୁନା କିଣିପାରିବେ। ସୁନା ଦର ୨୩୦୦ ଟଙ୍କା ହ୍ରାସ ପାଇଛି। ଗତ…

ଏହି ୫ଟି କାରଣରୁ ଲଗାତାର ବଢିବାରେ ଲାଗିଛି ସୁନା ଦର, ରୂପା ମଧ୍ୟ ୧୧୪୦ଟଙ୍କା ହେଲା ମହଙ୍ଗା!

ସୁନା ଦର ଏବେ ସବୁ ସୀମା ପାର୍ କରିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆସିଥିବା ବୃଦ୍ଧି ହିସାବରେ ବୁଧବାର ଦିଲ୍ଲୀ ବଜାରରେ ସୁନା ଦର ପାଖାପାଖି ୫୦ଟଙ୍କା ବଢିଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ କୁହାଯାଇଛି କି, ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦର ୩୮ ହଜାର ୭୭୦ ଟଙ୍କାରୁ ବଢି ୩୮ହଜାର…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଦର !

ଅନ୍ତରାଷ୍ଟ୍ରୀୟ ସ୍ତର ଉପରେ ଆସିଥିବା ହ୍ରାସ ଏବଂ ଘରୋଇ ବଜାରରେ ଡିମାଣ୍ଡ ହ୍ରାସ ହେବା କାରଣରୁୁ ସୁନା ଦର କମିଥିବା ନଜର ଆସିଛି। ରାଷ୍ଟ୍ରୀୟ ରାଜଧାନୀ ସର୍ରଫା ବଜାରରେ ସୁନା ଦର ୧୬୩ ଟଙ୍କା ଶସ୍ତା ହୋଇ ୩୬,୮୦୭ ପ୍ରତି ୧୦ ଗ୍ରାମ ପିଛା ରହିଛି। ସେହିପରି ରୂପା ଦର ମଧ୍ୟ ୮୦ ଟଙ୍କା ହ୍ରାସ…

ଆଜି ସୁନା ଦର ବନାଇଛି ନୂଆ ରେକର୍ଡ ସ୍ତର, ରୁପା ମଧ୍ୟ କରିଛି ପାର

ଆଜି ସୁନା-ରୂପା ମୂଲ୍ୟରେ ବୃଦ୍ଧି ହୋଇଛି। ଦୁଇଟି ଧାତୁର ଦାମ ରେକର୍ଡ ଛୁଇଁବା ଦେଖିବାକୁ ମିଳିଛି। ସୁନା ୩୭ ହଜାର ପାଖାପାଖି ପହଁଚିଛି। ସେହଭଳି ରୂୂପା ମଧ୍ୟ ୪୩ ହଜାର ପ୍ର୍ରତି କିଲୋ ପାର ରହିଛି। ଦିଲ୍ଲୀର ସର୍ରଫା ବଜାରରେ ସୁନା ଆଜି ୮୦୦ ଟଙ୍କା ବଢ଼ି ୩୬,୯୭୦ ଟଙ୍କା ପ୍ରତି ଦଶଗ୍ରାମ…

ବଜେଟ୍ ବଢାଇଲା ମୂଲ୍ୟ, ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଛି । ସେହିପରି ଦିଲ୍ଲୀରେ ସୁନା ଦର ପାଖାପାଖି ୩୬ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି…

ସୁନା ମୂଲ୍ୟ ପାର କରୁଛି ସମସ୍ତ ରେକର୍ଡ, ଜାଣନ୍ତୁ କେତେ ରହିଛି ଆଜିର ଦର

ସୁନା ଦରରେ ସର୍ବକାଳୀନ ରେକର୍ଡ । ବର୍ତ୍ତମାନ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୩୪ ହଜାର ୫୦୦ ଟଙ୍କା । ସୁନା ଦାମରେ ସପ୍ତାହେ ଭିତରେ ପାଖାପାଖି ଅଢ଼େଇ ହଜାର ଟଙ୍କାର ବୃଦ୍ଧି ଘଟିଛି । ଏବେ ବାହାଘର ଋତୁ ଚାଲିଥିବା ବେଳେ ସୁନା ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏଥିଯୋଗୁ ସୁନା…