ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର, ୧୦ ଗ୍ରାମକୁ ୩୯ ହଜାର ୫୦୦ ଟଙ୍କା
ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୧୦ ଗ୍ରାମ ସୁନାର ମୂଲ୍ୟ ୩୯ ହଜାର ୫୦୦ ଟଙ୍କା ହୋଇଛି । ଆମେରିକା ଓ ଚୀନ ଭିତରେ ଲାଗିରହିଥିବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସୁନା ଦର ବଢିଚାଲିଛି । ସେପଟେ ଦର ବୃଦ୍ଧି ଯୋଗୁ ସୁନା କିଣିବାରେ ନିବେଶକଙ୍କ ଆଗ୍ରହ ବଢିବାରୁ ବୈଷୟିକ ବଜାର ଓ…