ପୁଣି ଚିନ୍ତା, ବଜେଟ ପରେ ବଢ଼ିଲା ସୁନା ଦର, ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ବଢ଼ାଇ ୧୨.୮ ପ୍ରତିଶତ ବୃଦ୍ଧି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା କରିଛନ୍ତି ଯେ ସୁନା ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ବଢ଼ାଇ ୧୨.୮ ପ୍ରତିଶତ କରାଯାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ୧-୨ ଟଙ୍କା ସେସ ବୃଦ୍ଧି କରାଯିବ । ଖାଲି ଏତିକି ନୁହେଁ, ଆମଦାନୀ ନିଶାଦ୍ରବ୍ୟ ଏବଂ ବହି ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିଛନ୍ତି ମୋଦି ସରାକାର । ସେହିଭଳି ରୂପା ଏବଂ ଦୁର୍ଲଭ ଧାତୁରେ ତିଆରି ସାମଗ୍ରୀର ଦର ମଧ୍ୟ ମହଙ୍ଗା ହେବ ବୋଲି ଚଳିତ ବଜେଟରୁ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.