Browsing Tag

good luck

ବାରମ୍ବାର ଘରେ ଆର୍ଥିକ ସମସ୍ୟା ଦେଖାଯାଉଛି କି ? ଏହି ଉପାୟ ଆପଣାଇ ଦୂର କରନ୍ତୁ ସମସ୍ୟା

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ । ଯଦି ଆପଣ ବାସ୍ତୁ ଅନୁଯାୟୀ ଘରେ ସବୁକିଛି ରଖନ୍ତି, ତେବେ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଯାଏ । ସେହିଭଳି ବାସ୍ତୁ ଶାସ୍ତ୍ରୀରେ, ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଅନେକ ସମାଧାନ ବିଷୟରେ ଉଲ୍ଲେଖ…

ଆର୍ଥିକ ସଙ୍କଟଠୁ ଆରମ୍ଭ କରି ବେକାରୀ ସମସ୍ୟା ଯାଏଁ, ସବୁ ଅସୁବିଧାକୁ ଚୁଟ୍‌କିରେ ଦୂର କରିବ କେସରର ଏହି ଉପାୟ

ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ତ ଆମେ କେସର ବ୍ୟବହାର କରୁ। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ। ସନାତନ ଧର୍ମରେ କେସରର ବେଶ୍‌ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପୂଜା ପାଠରେ କେସର ବ୍ୟବହାର କରାଯାଏ। ବୈଦିକ ଶାସ୍ତ୍ରରେ…

ଜାଣନ୍ତୁ ଶରୀରରେ କେଉଁ ଅଙ୍ଗରେ ବୁଢିଆଣୀ ପଡ଼ିଲେ ହୋଇଥାଏ ଶୁଭ ଅଶୁଭ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ରହୁଛନ୍ତି। ଖାଲି ସେତିକି ନୁହେଁ, ସମସ୍ତଙ୍କର ଭିନ୍ନ ଭିନ୍ନ ବିଶ୍ଵାସ ମଧ୍ୟ ରହିଛି। ଏମିତିକି ଘରେ ବୁଢିଆଣୀ ଓ ଝିଟିପିଟିକୁ ନେଇ ମଧ୍ୟ ଅନେକ ଲୋକ କଥା ରହିଛି । ଘରେ ବୁଢିଆଣୀ ଦେଖିବା, ବୁଢିଆଣୀ ଜାଲ ତିଆରି କରିବା ଶୁଭ ଅଶୁଭ ହୋଇଥାଏ। ଏମିତିକି ବାସ୍ତୁ…

ପ୍ରତିଦିନ ସକାଳୁ ଉଠି ଜପ କରନ୍ତୁ ଏହି ମନ୍ତ୍ର, ଭଲରେ କଟିବ ଦିନ

କୁହାଯାଏ, ଯଦି ଦିନ ଆରମ୍ଭ ଭଲରେ ହୁଏ ତେବେ ପୂରା ଦିନ ବି ଭଲରେ କଟିଥାଏ। ଏହା କେତେ ମାତ୍ରାରେ ଠିକ୍‌ ମଧ୍ୟ। କାରଣ ସକାଳୁ ଉଠିବା ବେଳେ ଆମ ମନ ସ୍ଥିର ଥାଏ। ଏହି ସମୟରେ ଯାହା ବି କାମ କରାଯାଏ, ତାହା ଭଲ ଲାଭେ ଓ ମନକୁ ଶାନ୍ତି ମିଳେ। ଫଳରେ ଦିନ ସାରା ମଧ୍ୟ ଫୂର୍ତ୍ତି ଲାଗେ। ତେବେ ଦିର…

ସଠିକ ନାମ କେମିତି ବଦଳାଇ ଦିଏ ମଣିଷର ଭାଗ୍ୟ ? ଭୁଲ ନାମକରଣ ମଧ୍ୟ ଭାଗ୍ୟ ଉପରେ ପକାଏ ପ୍ରଭାବ

ନାମ କୌଣସି ବ୍ୟକ୍ତିର ମାନସିକ ଏବଂ ଶାରୀରିକ ସଂରଚନାକୁ ପରିପ୍ରକାଶ କରିଥାଏ। କେବଳ ନାମରୁ ହିଁ କେତେକ ବ୍ୟକ୍ତିଙ୍କ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଜାଣିହୁଏ। ନାମରୁ ହିଁ ବ୍ୟକ୍ତିର ସ୍ୱଭାବ, ଆକାର ରୂପ, ରଙ୍ଗ ଏବଂ ଗୁଣ ନିର୍ଦ୍ଧାରିତ ହୁଏ। ନାମ ହିଁ କୌଣସି ବ୍ୟକ୍ତିର ଭାଗ୍ୟ ଉପରେ ସିଧା…

ଏହିସବୁ ସ୍ଥାନରେ ସାପ ଦେଖିଲେ ମିଳିଥାଏ ଶୁଭ ସଂକେତ

ସୂର୍ଯ୍ୟୋଦୟ ସମୟରେ ନାଗ ନିଜର ଫଣା ଟେକି ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରିଥାନ୍ତି ବୋଲି ଉଲ୍ଳେଖ ରହିଛି। କିନ୍ତୁ ଏଭଳି ପରିସ୍ଥିତିରେ ମଣିଷ ସହ ସାମ୍ନାସାମ୍ନି ହୋଇନାହିଁ କାରଣ ଏଭଳି ହେବା ଦ୍ୱାରା ଦୁଇ ଜଣଙ୍କ ଜୀବନ ମଧ୍ୟରୁ କାହାର ଜୀବନରେ ସଙ୍କଟ ଆସିପାରେ। ସାପର ବିଷ ପାଇଁ ମଣିଷ…

ଭାଗ୍ୟ ସହ ପଶୁ-ପକ୍ଷୀଙ୍କର ରହିଥାଏ ସଂଯୋଗ, ଭୁଲ୍‌ରେ ବି ସେମାନଙ୍କୁ ଦିଅନ୍ତୁ ନାହିଁ କଷ୍ଟ

ପ୍ରାଚୀନ ବିଦ୍ୱାନମାନଙ୍କ ସହ ପଶୁ-ପକ୍ଷୀମାନଙ୍କ ଭବିଷ୍ୟ ଜ୍ଞାନର ମଧ୍ୟ ସଂକେତ ଦେଇଥାନ୍ତି। ସୃଷ୍ଟିର ପ୍ରତ୍ୟେକ ଜିନିଷ ସହିତ ଈଶ୍ୱରଙ୍କ ସମ୍ୱନ୍ଧ ରହିଛି। ଏହିକାରଣରୁ ଆଖପାଖରେ ଥିବା ସମସ୍ତ ବସ୍ତୁ, ବ୍ୟକ୍ତି ବିଶେଷ ଓ ପଶୁପକ୍ଷୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାନ୍ତି। ଅନେକ ସମୟରେ…

ଖରାପ ଅଭ୍ୟାସ ସହ ଯୋଡି ହୋଇ ରହିଥାଏ ଭାଗ୍ୟ, ଜାଣନ୍ତୁ କେଉଁଠି ପଡିଥାଏ ଏହାର ପ୍ରଭାବ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦୌନନ୍ଦିନ ଜୀବନର କିଛି ଅଭ୍ୟାସର ପ୍ରଭାବ ସିଧା ଭାଗ୍ୟ ଉପରେ ପଡିଥାଏ। କୁଣ୍ଡଳୀରେ ଯେଉଁ ଗ୍ରହର ପ୍ରଭାବ ରହିଥାଏ, ସେହି ଅନୁସାରେ ଭଲ କିମ୍ବା ଖରାପ ଅଭ୍ୟାସ ହୋଇଥାଏ। ନଚେତ୍‌ ଅଭ୍ୟାସ ଅନୁସାରେ ଗ୍ରହ ଦୁର୍ବଳ କିମ୍ବା ମଜବୁତ୍‌ ହୋଇଥାନ୍ତି। ଆମ ମାନଙ୍‌କର କରାପ…