ଆଜି ପୁରୀରେ ଅନୁଷ୍ଠିତ ହେବ ଗୋସାଣୀ ଉତ୍ସବ,୫୦ରୁ ଉର୍ଦ୍ଧ୍ବ ମୂର୍ତ୍ତି ମେଳଣରେ ସାମିଲ
ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋସାଣୀ ଉତ୍ସବ। ବିଧି ଓ ପରମ୍ପରା ଅନୁଯାୟୀ ଦଶମୀ ତିଥି ଠାରୁ ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ମନ୍ତ୍ର ମେଲାଣି ଦିଆସରିଥାଏ । ପରେ ଏକାଦଶୀରେ ଅର୍ଥାତ ଆଜି ସିଂହଦ୍ୱାର ଠାରେ ଦେବୀସଭା ଚିହ୍ନିତ ସ୍ଥାନରେ ସମସ୍ତ ମୃଣ୍ମୟୀ ଗୋଶାଣୀ ମୂର୍ତ୍ତି ସହ,ସଂପାତି,…