ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜାରେ ପଡ଼ୁଛି ଏ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ
ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ କାର୍ତ୍ତିକ ମାସ ଅମାବାସ୍ୟାରେ ଲାଗିବାକୁ ଯାଉଛି। ହିନ୍ଦୁ ଧର୍ମରେ କାର୍ତ୍ତିକ ଅମାବାସ୍ୟାର ଖାସ୍ ମହତ୍ତ୍ୱ ରହିଛି। ଏହି ଦିନ ଦୀପାବଳି ଉତ୍ସବ ପାଳନ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ମୁତାବକ, ଏଥର ଅକ୍ଟୋବର ୨୪ରେ ଦୀପାବଳି ପଡ଼ୁଛି। ଦୀପାବଳି ପରଦିନ…