ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦଙ୍କୁ ୬କୋଟି ଟଙ୍କା ସହ ମିଳିଲା ଗ୍ରୁପ ‘ଏ’ ସରକାରୀ ଚାକିରି
ଭୁବନେଶ୍ୱର(କେନ୍ୟୁଜ): ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାରଙ୍କ ୬କୋଟିର ପୁରସ୍କାର ଘୋଷଣା। ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତଙ୍କୁ ୬କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…