ଜିଏସ୍ଟି କାଉନସିଲର ୪୬ତମ ବୈଠକରେ ନିଷ୍ପତ୍ତି: କପଡ଼ା ଉପରେ ବର୍ଦ୍ଧିତ ହାରରେ ଜିଏସ୍ଟି ଲାଗୁ ହେବ ନାହିଁ
କେନ୍ୟୁଜ୍(ବ୍ୟୁରୋ): କପଡ଼ା ଉପରେ ବର୍ଦ୍ଧିତ ହାରରେ ଜିଏସ୍ଟି ଲାଗୁ ନିଷ୍ପତ୍ତି ଘୁଞ୍ଚିଲା । ଟେକ୍ସଟାଇଲ ଓ ଫୁଟେଓ୍ଵୟର ଉପରେ GST ୫ ପ୍ରତିଶତରୁ ୧୨ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହାକୁ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଥାନ୍ତା। ତେବେ କପଡ଼ା ଓ ଜୋତା ଉପରେ ଜିଏସଟି ବୃଦ୍ଧି ନିଷ୍ପତ୍ତିକୁ…