Below header
Browsing Tag

guard of honour

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର, ଜନ୍ମମାଟି ଲାଇକିରାରେ ହେବ ଅନ୍ତିମ ସତ୍କାର

ଭୁବନେଶ୍ବର(କେନ୍ୟୁଜ୍): ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ । ୮୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ପରେ ପ୍ରଥମେ ଭୁବନେଶ୍ୱର ସ୍ଥିତ ବାସଭବନକୁ ପାର୍ଥିବ ଶରୀର ଅଣାଯାଇଥିଲା । ସେଠାରେ ବନ୍ଧୁ ପରିବାର ବର୍ଗଙ୍କ ସମେତ…

ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଆଜିଠୁ ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀଙ୍କୁ ଦିଆଯାଉଥିବା ଗାର୍ଡ ଅଫ ଅନର ବା ହାଉସ ଗାର୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରାଗଲା। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି କେବଳ…