Browsing Tag

guava chutney

କେବେ ଖାଇଛନ୍ତି କି ପିଜୁଳି ଚଟଣୀ ? ଯାହା କେବଳ ସ୍ୱାଦିଷ୍ଟ ନୁହେଁ ସ୍ୱାସ୍ଥ୍ୟ ପାଇଁ ବି ହିତକର

ସାଧାରଣତଃ ପିଜୁଳି କେବଳ ସ୍ଵାଦରେ ଭରପୁର ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଅନେକ ସ୍ଥାନରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳୀରେ ସ୍ୱାଦିଷ୍ଟ ଚଟଣି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଯାହାକୁ…