ଏହି ଉପାୟରେ ବ୍ୟବହାର କରନ୍ତୁ ପିଜୁଳି ପତ୍ର, କେଶ ଝଡିବା ହେବ କମ୍
ଆଜିକାଲି ସମସ୍ତେ କେଶ ଝଡ଼ିବା ଯୋଗୁ ଅସୁବିଧାରେ ପଡୁଛନ୍ତି । ଖରାପ ଲାଇଫ୍ ଷ୍ଟାଇଲ ଏବଂ ଷ୍ଟ୍ରେସ୍ ଯୋଗୁଁ କେଶ ବହୁତ ଝଡିବାକୁ ଲାଗିଛି । ତେବେ ବର୍ଷା ଋତୁରେ କେଶ ଝଡ଼ିବା ସମସ୍ୟା ଆହୁରି ଅଧିକ ବଢିବାକୁ ଲାଗିଥାଏ । କେଶ ନଝଡ଼ିବା ପାଇଁ ଲୋକମାନେ ଅନେକ ଘରୋଇ ଉପଚାର ବ୍ୟବହାର କରନ୍ତି ।…