ଗୁଲାମ ନବୀ ଆଜାଦ ଗଢ଼ିବେ ନୂଆ ଦଳ, କଂଗ୍ରେସ ଛାଡିବା ବେଳେ ଲେଖିଲେ-ସେକ୍ରେଟାରୀ ଓ ଗାର୍ଡଙ୍କ କଥାରେ ନିଷ୍ପତ୍ତି…
ନୂଆଦିଲ୍ଲୀ : ‘ ମୁଁ ସ୍କୁଲ ସମୟରୁ ହିଁ କଂଗ୍ରେସ, ଗାନ୍ଧୀ ଓ ନେହେରୁଙ୍କ ସମ୍ପର୍କରେ ପଢ଼ୁଥିଲି । ମଲାଯାଏ ମୁଁ କଂଗ୍ରେସ ଛାଡିବି ନାହିଁ । ’ ୧୮ ମାସ ପୂର୍ବେ ଏହି କଥା କହିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଦଳର ସବୁ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା…