Browsing Tag

gunupur news

ବିକାଶର ବିକଳ ଚିତ୍ର: ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ବଦଳରେ ନେଟୱାର୍କ ଖୋଜି ଜଙ୍ଗଲ ନିକଟରେ ରହୁଛି ୧୦୮ ଆମ୍ବୁଲାନ୍ସ

ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକରେ । ସ୍ବାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ସେବା ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ବଦଳରେ ନେଟୱାର୍କ ଖୋଜି ଜଙ୍ଗଲ ନିକଟରେ ରହୁଛି । ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ୯ଟି ପଞ୍ଚାୟତ ନେଇ ଗଠିତ । ଦିନେ ଏହି ଅଞ୍ଚଳ…

ଅଧାରେ ରହିଗଲା ପାଠପଢା: ମୋବାଇଲରେ ନେଟଓ୍ଵାର୍କ ପାଇଁ ପାହାଡ ଉପରକୁ ଚଢିଥିବା ବେଳେ ଘଟିଲା ଅଘଟଣ

ଗୁଣୁପୁର(କେନ୍ଯୁଜ): ଅଧାରେ ରହିଗଲା ପାଠପଢା । ମୋବାଇଲରେ ନେଟଓ୍ଵାର୍କ ପାଇଁ ପାହାଡ ଉପରକୁ ଚଢିଥିବା ବେଳେ ପଥର ଧସି ଚାଲିଗଲା ଜୀବନ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତରେ ଅଭାବନୀୟ ଘଟଣା । ମୃତକ ହେଲେ କନ୍ଧପାଣ୍ଡୁରାଗୁଡା ଗାଁର ଅଦ୍ରିଆ ଜାଗରଙ୍ଗା । ନେଟଓ୍ଵାର୍କ ପାଇଁ…