Browsing Tag

gupteswar pitha

5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): 5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର । ୨୦ କୋଟି ଟଙ୍କା ମଞ୍ଜୁର । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ…

ନବରଙ୍ଗପୁରରୁ ଗୁପ୍ତେଶ୍ଵର… ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ଖାଲି ପାଦରେ ୧୧୦ କିଲୋମିଟର ଚାଲିଲେ ଶ୍ରଦ୍ଧାଳୁ

ନବରଙ୍ଗପୁର (କେନ୍ୟୁଜ): ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ବିଶେଷ ମହତ୍ତ୍ୱ ରହିଛି। ମହାଶିବରାତ୍ରୀ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ରାତି। ବିଶ୍ୱାସ କରାଯାଏ ଏହି ଦିନ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଶ୍ରୀଲିଙ୍ଗରାଜଙ୍କ ସମେତ ରାଜ୍ୟରେ…

ଶିବରାତ୍ରୀ ଉପଲକ୍ଷେ ଗୁପ୍ତେଶ୍ୱର ପୀଠରେ ୯ ତାରିଖରୁ ଲାଗୁ ହେବ କଟକଣା,ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋରାପୁଟ: କରୋନା କଟକଣାରେ ଜାଗର ଯାତ୍ରା। ଶିବରାତ୍ରୀ ଉପଲକ୍ଷେ ଗୁପ୍ତେଶ୍ୱର ପୀଠରେ ୯ ତାରିଖରୁ ଲାଗୁ ହେବ କଟକଣା। ୯ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗୁପ୍ତେଶ୍ୱର ପୀଠ ସମେତ ସମସ୍ତ ଧର୍ମାନୁଷ୍ଠାନରେ କଟକଣା ଜାରି କରାଯିବ। ଭକ୍ତ…