ରୁପି ସମସ୍ୟା ଯୋଗୁ ଚିନ୍ତିତ କି ? ଏହି ଉପାୟରେ କେଶରେ ଲଗାନ୍ତୁ ଆପଲ୍ ସାଇଡର୍ ଭିନେଗାର
କେଶରେ ରୁପି ସମସ୍ୟା ବଢିବା ସହିତ ମୁଣ୍ଡ କୁଣ୍ଡେଇ ହେବା ମଧ୍ୟ ଆରମ୍ଭ କରେ । ବେଳେବେଳେ ମୁଣ୍ଡରେ ଏହି ସମସ୍ୟା ଅତ୍ୟଧିକ ହେବାକୁ ଲାଗିଥାଏ । ତେବେ ଗ୍ରୀଷ୍ମ ଋତୁରେ କେଶ ମଇଳା ହେବା ଯୋଗୁ ରୁପି ଅଧିକ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ ଆପଣ କେଶକୁ ସଫା ରଖିବା ଆବଶ୍ୟକ । କେଶରୁ ରୁପି…