HAL ରେ ଖାଲିପଡିଛି ୪୭୫ ପଦବୀ, ଜଲଦି କରନ୍ତୁ ଆବେଦନ
ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଡେଟ ପକ୍ଷରୁ ନାସିକ ଡିଭିଜନରେ ଆପାରଣ୍ଟିସ ପଦବୀରେ ଭର୍ତ୍ତି କରାଯାଉଛି। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଠାରେ ୪୭୫ ପଦବୀ ଖାଲି ପଡିଛି ଇଚ୍ଛୁକ ପ୍ରାର୍ଥୀ…