Below header
Browsing Tag

hang

ବାଂଶପାଳ ବିଂଝବାହାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ବାଂଶପାଳ : ତେଲକୋଇ ଥାନ ଅଧିନସ୍ଥ ବିଂଝବାହାଲ ଗ୍ରାମରେ ଏକ ଆମ୍ବଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ମୀନକେତନ ଦାନୀ ବୋଲି ଜଣା ପଡିଛି। ସୂଚନା ଅନୁସାରେ ସ୍ଥାନୀୟ ଲୋକେ ସକାଳୁ ମୀନକେତନଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ…

କଳାହାଣ୍ଡି:ସର୍ଗିଗୁଡାରେ ଗଛରୁ ଯୁବକଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି: ଜୟପାଟଣା ଥାନା ସର୍ଗିଗୁଡା ଚିଲପଡା ଠାରେ ଗମ୍ଭାରୀ ଗଛ ରୁ ଯୁବକ ଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ର ପରିଚୟ ମିଳି ନଥିବାବେଳେ ମୃତୁ ର କାରଣ ଜଣା ପଡି ନାହିଁ । ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

“ମୁଁ ମରିବାର କାରଣ ତୁ”, ଲେଖି ଯୁବକ ନିଜକୁ ଲଗାଇଲେ ଫାଶୀ

ପୋରବନ୍ଦର : ରାଣାବାବର ଆଦିତ୍ୟାଣା ଗ୍ରାମରେ ଜଣେ ୨୭ବର୍ଷର ଯୁବକ ଗଳାରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଆତ୍ମହତ୍ୟାର କାରଣ ପ୍ରେମରେ ବିଫଳତା ବୋଲି ସୁସାଇଡ ନୋଟରେ ଲେଖିଛନ୍ତି। ଯୁବକ ଜଣଙ୍କ ସୁସାଇଡ ନୋଟରେ ପ୍ରେମୀକାର ନାମ ଲେଖିଥିବା ବେଳେ ମୁଁ ମରିବାର କାରଣ କେବଳ ତୁ, ମତେ…