Browsing Tag

hanging dead body

ବେଗୁନିଆ: ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବେଗୁନିଆ : ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ବେଗୁନିଆ ଥାନା ସାମନ୍ତରାପୁର ଗାଁର ରୁପେଶ ପାଇକରାୟ । ଗତ ୪ଦିନ ହେବ ନିଖୋଜ ଥିଲେ ରୂପେଶ । ଗତକାଲି ଜଙ୍ଗଲ ମଧ୍ୟରୁ ରୂପେଶଙ୍କ ବାଇକ ମିଳିବା ପରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା । ଖବରପାଇ ବେଗୁନିଆ ଥାନା…

ଫଳ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମା କୁଆଁସ ମଙ୍ଗଳା ପୀଠ ନିକଟରେ ମଙ୍ଗଳପୁର ବଜାରର ଫଳ ବ୍ୟବସାୟୀ ଉପେନ୍ଦ୍ର ସାହୁ(କାଳିଆ )ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଉକ୍ତ ଘଟଣା ସମ୍ପର୍କରେ ମଙ୍ଗଳପୁର ପୋଲିସ ଜାଣିବା ପରେ…

ବଲାଙ୍ଗୀରରେ ଅଭାବନୀୟ ଘଟଣା, ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଘଟଣା । ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖର ନଗରରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ଖବର ମୁତାବକ, ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି ବଲାଙ୍ଗୀର ଟାଉନ ପୋଲିସ । ଘଟଣା…

ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କୁଚିଣ୍ଡା(କେନ୍ୟୁଜ୍‌): କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଝାରମୁଣ୍ଡା ଓ ତବଲାକଟା ମଝି ରାସ୍ତାକଡରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୁଚିଣ୍ଡାର ଅକ୍ଷୟ ପାଣି। ସେ ପିକଅପ ଗାଡିର ଡ୍ରାଇଭର ବୋଲି ଜଣାପଡିଛି। ମୃତଦେହ…

ଯାଜପୁର ଜଳେଶ୍ୱରପୁର ଗାଁରେ ଅଘଟଣ: କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ) : କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜଳେଶ୍ୱରପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ଏହି ଥାନା ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ଭରତ ମଲିକଙ୍କ ପୁଅ ଜଗନ। ଜଗନ କିଛି ଦିନ ହେବ ଜଳେଶ୍ୱରପୁର…

କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

ମହାକାଳପଡା(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର କାଜୁ ଜଙ୍ଗଲରେ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତକ ଜଣକ ହେଲେ ରାମନଗର ଗ୍ରାମର ନିମାଇଁ ବିଶ୍ବାସଙ୍କ ପୁଅ ଦେବୁ ବିଶ୍ବାସ। ସୂଚନା ମୁତାବକ କାଜୁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ବିଶ୍ବାସ(୨୪)ଙ୍କ ମୃତ…

ଗଜପତି: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଆଜି ଏକ ନବବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଏନେଇ ଯୁବକ ଜଣକ ବେକରେ ରସି ଲଗାଇ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି। ମୃତ ବ୍ଯକ୍ତି ଜଣକ ହେଉଛନ୍ତି ଗୁରାଣ୍ଡି ଗ୍ରାମର ବି.ଗୁନା…

ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଶାଶୁଘର ଉପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୂର୍ଯ୍ୟାପୁର ଗାଁରେ ଥିବା ଏକ ଭଡାଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ସେହି ଗାଁର ସୋନାଲି ଜେନା । ସୋନାଲିଙ୍କୁ ଶାଶୁଘରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ…

କେନ୍ଦୁଝର : ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର (କେନ୍ୟୁଜ୍) : ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୋରାସ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ହେଲେ ଏହି ଗାଁର ଅଜୟ ନାଏକ । ସେ ଗତ ୫ ଦିନ ହେବ ନିଖୋଜ ଥିଲେ । ତାଙ୍କ…