ମନରୁ କାରୋନା ଭୟ ଯାଇନଥିବାବେଳେ ଏବେ ହନ୍ତା ଭାଇରସ ଡର, ଜାଣନ୍ତୁ ଲକ୍ଷଣ ଏବଂ ରକ୍ଷା ପାଇବାର ଉପାୟ
କାରୋନା ଭାଇରସର ଭୟ ଆଉ ପ୍ରକୋପ ଲୋକଙ୍କ ମନରେ ପୂରା ବସା ବାନ୍ଧି ରହିଲାଣି। ଆପଣମାନେ ଜାଣିଥିବେ କେଉଁଭଳି ଭାବେ ଏହି ଭାଇରସ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ଖେଳୁଛି। ଏବେ ପର୍ଯ୍ୟନ୍ତ ଏହି ଭାଇରସ କାରଣରୁ ପ୍ରାୟ ୨୪ ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏଥିସହିତ ଏହି ଭାଇରସ ପାଖପାଖି ୫…