Below header
Browsing Tag

happy new year 2024

ଅନେକ ବର୍ଷ ଧରି ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କରି ଆସୁଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ

ଆଠଗଡ଼ : ନୂଆ ବର୍ଷକୁ ବିଭିନ୍ନ ଲୋକ ବିଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ହେଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ ପାଳିଛନ୍ତି ଏକଦମ ନିଆରା ଢଙ୍ଗରେ । ଆଠଗଡ଼, ରାଜନୀତିରେ ପାଦ ଥାପି ବା ଦିନଠାରୁ ନୂତନ ବର୍ଷକୁ ଏମିତି ଭିନ୍ନ ଢଙ୍ଗରେ ପାଳି ଆସୁଛନ୍ତି ଆଠଗଡ଼…

ନୂତନ ବର୍ଷର ପ୍ରଥମ ଦିନରେ କରନ୍ତୁ ଏହି କାର୍ଯ୍ୟ, ମିଳିବ ଭୋଳାନାଥଙ୍କ ଆଶୀର୍ବାଦ

୨୦୨୪ର ପ୍ରଥମ ଦିନ ଆଜି ସୋମବାର ଠାରୁ ଆରମ୍ଭ ହୋଇଛି । ତେବେ ନୂଆ ବର୍ଷ ସମସ୍ତଙ୍କ ମନରେ ଏକ ପ୍ରକାରର ନୂଆ ଆଶା ଆଣିଛି । ଏହି ପରି ଭାବେ ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖ ଏବଂ ଶାନ୍ତିର ଦିନ ନେଇକି ଆସିଛି । ଏହି ବର୍ଷର ପ୍ରଥମ ଦିନ ସୋମବାର ପଡିଛି । ତେବେ ଏହି ଦିନ ଭଗବାନ ଶିବଙ୍କୁ ଉତ୍ସର୍ଗ…

ବିଦାୟ ନେଲା ବର୍ଷ ୨୦୨୩, ନୂଆ ଆଶା ନେଇ ଆସିଛି ନୂଆ ବର୍ଷ ୨୦୨୪

(କେନ୍ୟୁଜ): ବିଦାୟ ନେଲା ୨୦୨୩। ପାଦ ଥାପିଲା ୨୦୨୪। ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୪ । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି…