Below header
Browsing Tag

Haryana government

ହରିୟାଣା ସରକାରଙ୍କ ନୂଆ ନିଷ୍ପତ୍ତି, ଗଛ ଲଗାଇଲେ ପାଇବେ ପରୀକ୍ଷାରେ ଅଧିକ ନମ୍ବର

କରୋନା କାଳର ଦାଉ ସବୁ କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପକାଇଛି । ଏହି ସମୟରେ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ଅନେକ ଅସୁବିଧା ଦେଖିବାକୁ ମିଳିଛି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ କଲେଜ ବନ୍ଦ କରିବା ସହ ପରୀକ୍ଷାକୁ ମଧ୍ୟ ବାତିଲ କରିଛନ୍ତି । ବୋର୍ଡ ପରୀକ୍ଷା ରଦ୍ଧ ହେବାକୁ…

ହରିୟାଣା ସରକାର ନେଲେ ଏପରି ନିଷ୍ପତ୍ତି, ଦ୍ୱିଗୁଣ ହେଲା କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ…

ପ୍ରାଣଘାତୀ କରୋନା ଏବଂ ଲକଡାଉନ ଚାଲିଥିବା ସମୟରେ ହରିୟାଣା ସରକାର କୋଭିଡ୍-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସାରେ ଏବଂ ସେ ସଂକ୍ରାନ୍ତ କାର୍ଯ୍ୟକଳାପରେ ଜଡ଼ିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା…