Browsing Tag

health condition

୯ ମାସ ପରେ ଫେରିଲେ ସୁନୀତା ୱିଲିୟମ୍ସ, ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚାରିଆଡେ ଚର୍ଚ୍ଚା

ୱେଲକମ୍ ସୁନୀତା । ଦୀର୍ଘ ଦିନର ଅପେକ୍ଷା ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ ହୋଇଛି ଡ୍ରାଗନ୍ ମହାକାଶ ଯାନ । ଆଜି ପୃଥିବୀ ଲୋକକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ । ମହାକାଶ କେନ୍ଦ୍ରରୁ ପୃଥିବୀ ପୃଷ୍ଠକୁ…

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ନାକରୁ ବୋହିଲା ରକ୍ତ, ହସପିଟାଲରେ ହେଲେ ଭର୍ତ୍ତି

ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ନାକରୁ ବାହାରିଲା ରକ୍ତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା…

ଅଟୋଇମ୍ୟୁନ୍ କଣ୍ଡିସନ୍ ସମସ୍ୟାରେ ପୀଡିତ ଅଭିନେତ୍ରୀ ସାମନ୍ଥା, ହସପିଟାଲରୁ ସେୟାର କଲେ ଫଟୋ

ଗମ୍ଭୀର ରୋଗରେ ପୀଡିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ଅନେକ ଦିନରୁ ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ସାମନ୍ଥା ଏବେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସାମନ୍ଥା ହସପିଟାଲରେ ବସିଥିବା ନଜର ଆସିଛନ୍ତି। ସାମନ୍ଥା ରୁଥ ପ୍ରଭୁ ଦୀର୍ଘ ଦିନ ଧରି ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ…

ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଓଲିଉଡ୍‌ ଗାୟିକା ତପୁ ମିଶ୍ର, କରୋନାରେ ସଂକ୍ରମିତ ଥିଲେ

ଭୁବନେଶ୍ୱର (କେନ୍ୟୁଜ୍) : ଲାଗୁଥିଲା ଏ ଦୁଃଖଦ ଖବରଟି ଯେକୌଣସି ମୁହୂର୍ତ୍ତରେ ଆସିବ । ଗୋଟିଏ ପରେ ଗୋଟିଏ ଦାରୁଣ ଧକ୍କା ଓଲିଉଡ୍ ପାଇଁ । ଏଇ କେଇଦିନ ତଳେ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଥିଲା । ଆଉ ଏବେ ଗାୟିକା ତପୁ ମିଶ୍ର ଚାଲି ଯାଇଛନ୍ତି ଅଫେରା ଦୁନିଆକୁ ।…