Browsing Tag

health minister

ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ…

ଭଦ୍ରକ(କେନ୍ୟୁଜ୍):  ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଉଟ୍‌ ଡୋର୍‌ରେ କିଭଳି ଚାଲିଛି ରୋଗୀ ଚିକିତ୍ସା ବୁଲି ଦେଖିଥିଲେ ମନ୍ତ୍ରୀ। ଏହାସହ ଡାଏଲିସିସ୍‌ କେନ୍ଦ୍ର, ପ୍ରସୂତୀ ବିଭାଗ, ଟ୍ରମା କେୟାର, ସର୍ଜରୀ ଓ୍ଵାର୍ଡ ଆଦି ବୁଲି…

ବୁର୍ଲା ବଡ଼ ମେଡିକାଲ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଜବ ଯୁକ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କୁ କଲେ ଓଲଟା ପ୍ରଶ୍ନ

ଭୁବନେଶ୍ବର(କେନ୍ୟୁଜ୍): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଜବ ଯୁକ୍ତି। ବୁର୍ଲା ବଡ଼ ମେଡିକାଲରେ ସର୍ବସାଧାରଣରେ ରୋଗୀଙ୍କ ସଂପର୍କୀୟଙ୍କୁ କାନ ଧରି ବସଉଠ ଘଟଣାରେ ଏଭଳି କିଛି ଯୁକ୍ତି ରଖିଛନ୍ତି ମନ୍ତ୍ରୀ ନବ ଦାସ। ରୋଗୀଙ୍କ ସମ୍ପର୍କୀୟଙ୍କୁ ଉଠବସ୍‌ କରାଇବା ଘଟଣାରେ କେବେ କାର୍ଯ୍ୟାନୁଷ୍ଠାନ ବୋଲି…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ହାଇଟେକ ମେଡିକାଲ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ

କେନ୍ୟୁଜ୍: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ହାଇଟେକ ମେଡିକାଲ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ । ରାଉରକେଲା ହାଇଟେକ ମେଡିକାଲରେ ଆଡମିସନ ସହ ଆଗକୁ ଏମବିବିଏସ ସିଟ ସଂଖ୍ୟା ବୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ସେବା କିଭଳି ଲୋକଙ୍କୁ ଯୋଗାଇଦେବ…

ଗୃହରେ ଉଠିଲା ଡାକ୍ତର ଅଭାବ ପ୍ରସଙ୍ଗ, ସବୁ ବିଧାୟକଙ୍କୁ ଡାକି ସମସ୍ୟା ନେଇ ଆଲୋଚନା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ବର : ଆଜି ବିଧାନସଭା ପ୍ରଶ୍ନକାଳରେ ଅର୍ଥବିଭାଗ ଉପରେ ଆଲୋଚନା ହୋଇଛି । ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟରେ ବଢିବାରେ ଲାଗିଛି ପ୍ରଶାସନିକ ଖର୍ଚ୍ଚ । ଭତ୍ତା, ବେତନ, ପେନ୍‌ସନ୍‌ ଓ ଦପ୍ତର ପରିଚାଳନା ବାବଦରେ ୨୦୧୭-୧୮ରେ…

ଡି. ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଦ୍ରୁତ ଆରୋଗ୍ୟ ପାଇଁ କଲେ କାମନା

ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଡି. ପ୍ରକାଶ। ଏସସିବି ଅଧୀକ୍ଷକ ଓ ଡାକ୍ତରୀ ଟିମ୍‌ଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ…