Below header
Browsing Tag

health news

କ୍ଷୀର ସହ ଫଳ ମିଶାଇ ଖାଇବା ଠିକ ନା ଭୁଲ, ଜାଣନ୍ତୁ କଣ ରହିଛି ସମସ୍ୟା

ଗରମରୁ ବଞ୍ଚିବା ପାଇଁ ଲୋକମାନେ କ୍ଷୀର ସହ ଫଳ ମିଶାଇ ମିଲ୍କସେକ ପ୍ରସ୍ତୁତ କରି ଖାଇଥାନ୍ତି । କିନ୍ତୁ କ୍ଷୀର ସହ ଫଳ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ ଏହା ଅନେକ ଥର ପ୍ରଶ୍ନ ଉଠେ । ତେବେ ଆଜି ଆପଣଙ୍କୁ ଏହା ଦ୍ୱାରା ହେଉଥିବା ସାଇଡ ଇଫ୍କେଟ୍ସ ବିଷୟରେ ଜଣାଇବୁ । କ୍ଷୀର ଏବଂ…

ଏହି ଭିଟାମିନ ଅଭାବରୁ ରାତିରେ ହୁଏନାହିଁ ନିଦ, ଜାଣନ୍ତୁ କିପରି ଦୂର କରିବେ ସମସ୍ୟା

ଅନେକ ଲୋକଙ୍କୁ ରାତିରେ ଠିକ ଭାବେ ନିଦ ହୁଏନାହିଁ । ତେବେ ଜାଣି ରଖନ୍ତୁ ନିଦ ନଆସିବା ଏକ ରୋଗ ସହ ସମାନ । ଏହା ସହିତ ଏହା ଅନେକ ରୋଗର କାରଣ ହୋଇପାରେ । ପ୍ରତ୍ୟେକ ମଣିଷ ୬-୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ନିଦ ପୂରା କରିପାରେ ନାହିଁ ତେବେ ସେ ଶରୀରିକ ଏବଂ ମାନସିକ ସ୍ତରରେ…

ଓଜନ କମାଇବା ପାଇଁ ସନ୍ଧ୍ୟାରେ ଖାଆନ୍ତୁ ଦହି, ଶରୀରକୁ ମିଳିବ ଏହି ଫାଇଦା

ଦହି ଏପରି ଏକ ଖାଦ୍ୟ ଯାହାକୁ ଖାଇବା ପାଇଁ ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆଗ୍ରହ ଦେଖାଯାଏ । ଗରମ ଦିନରେ ଲୋକେ ଦହି ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଦହି ଆପଣଙ୍କ ଶରୀରକୁ ଅନେକ ଲାଭ ଦେଇଥାଏ । ଦହିରେ ପ୍ରୋଟିନ, କ୍ୟାଲସିୟମ, ଫୋଲିକ…

କ୍ଷୀରରେ କରନ୍ତୁ ତ୍ୱଚାର ଫେସିଆଲ, ଚମକି ଉଠିବ ଚେହେରା

ଗରମ ଦିନରେ ତ୍ୱଚାର ଯତ୍ନ ନେବା ଚ୍ୟାଲେଞ୍ଜ ହୋଇଥାଏ । କାରଣ ଦିନ ସାରା ତ୍ୱଚା ଖରା ସଂସ୍ପର୍ଶରେ ରହିଥାଏ । ଧୂଆଁ, ଧୂଳି ଏବଂ ଏଥିରୁ ସୃଷ୍ଟି ହେଉଥିବା ଅଠାରୁ ତ୍ୱଚାକୁ ସୁରକ୍ଷା ଦେବା ନିହାତି ଜରୁରୀ । ଏଥିପାଇଁ କିଛି ମହିଳା ଦାମୀ ସ୍କିନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଟ୍ୟାନ ଭଳି…

ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି ତେବେ ବ୍ୟବହାର କରନ୍ତୁ ଘରୋଇ ଉପଚାର, ତୁରନ୍ତ ଦେବ ଆରାମ

ବର୍ତ୍ତମାନ ଅନେକ ଲୋକ ଛାତି ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ଛାତିରେ ଯନ୍ତ୍ରଣା ହେବାର ଅନେକ କାରଣ ଥାଇପାରେ। ଏପରି ପରିସ୍ଥିତିରେ, ଆପଣ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ଗ୍ରହଣ କରିପାରିବେ। ତେବେ ଏହା କେବଳ ଭୁଲ୍ ଜୀବନ ଶୈଳୀ ପାଇଁ ହିଁ ହୋଇଥାଏ। କିଛି…

ଅଧିକ ହେଡ୍‌ଫୋନ ବ୍ୟବହାର କରୁଥିଲେ ସାବଧାନ, ହରାଇ ପାରନ୍ତି ଶ୍ରବଣ ଶକ୍ତି

ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି। ଯାହାକି ଲୋକଙ୍କ ଜୀବନଶୈଳୀ ପାଇଁ ହିଁ ସୃଷ୍ଟି ହେଉଛି। ଯେମିତିକି ବର୍ତ୍ତମାନ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୧୦୦ କୋଟି ଯୁବକ ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି। କାରଣ ଆଧୁନିକ ଯୁଗରେ ଯେତେ ଅଧିକ ଆଧୁନିକ ଉପକରଣର ବ୍ୟବହାର…

ନିଦ୍ରା ଅଭାବ ପାଇଁ ପୁରୁଷଙ୍କ ଠାରେ ଦେଖା ଯାଏ ହୃଦୟ ଜନିତ ରୋଗ, ଜାଣନ୍ତୁ କେତେ ଶୋଇବା ଦରକାର୍

ବର୍ତ୍ତମାନ ଦିନକୁ ଦିନ ହାର୍ଟ ଆଟାକ ଘଟଣା ବଢ଼ିବାରେ ଲାଗିଛି। ଯାହାକି ଖାସ କରି ପୁରୁଷଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। କିନ୍ତୁ ଏହାର ମୁଖ୍ୟ କାରଣ ମଧ୍ୟ ରହିଛି। ଯାହାକି ନ ଶୋଇବା ଦ୍ବାରା ହୋଇଥାଏ।ଶୋଇବା ପୂରଣର ଆବଶ୍ୟକତା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…

ଓଜନ କମାଇବାକୁ ଇଚ୍ଛା କରୁଥିଲେ ଏପରି ଖାଆନ୍ତୁ ଭଣ୍ଡା, ସ୍ବାସ୍ଥ୍ୟ ପାଇଁ ହିତକାରୀ

ଯଦି ଆପଣ ଓଜନ କମାଇବା ପାଇଁ ଇଛା କରୁଛନ୍ତି କିନ୍ତୁ ଆପଣଙ୍କୁ ଅନେକ ଅସୁବିଧା ହେଉଛି ଆପଣ ଏହା ପାଇଁ ଫଳ ଖାଇ ଓଜନ କମାଇ ପାରିବେ। ଯଦି ଆପଣ ପେଟର ଚର୍ବି ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଭଣ୍ଡା ଆପଣଙ୍କୁ ସାହାଯ୍ୟ କରିପାରିବ ଓଜନ କମାଇବା ପାଇଁ। ଏଥିରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ…

ଛାଡ଼ନ୍ତୁ ଏହି ଖରାପ ଅଭ୍ୟାସ ନଚେତ ପଡ଼ିପାରନ୍ତି ଅସୁବିଧାରେ, ଖୁବ୍ ଶୀଘ୍ର ହୋଇଯିବେ ରୋଗାଗସ୍ତ

ମଣିଷ ଜୀବନରେ ସ୍ୱାସ୍ଥ୍ୟ ହେଉଛି ଏକ ଅମୂଲ୍ୟ ସମ୍ପଦ। ସବୁବେଳେ ଏଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଭଲ ସ୍ୱାସ୍ଥ୍ୟ ବିନା ଆମର କୌଣସି କାମରେ ମନ ଲାଗେନାହିଁ। ସେଥି ପାଇଁ କୁହାଯାଏ ସବୁବେଳେ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଉଚିତ୍। ସ୍ବାସ୍ଥ୍ୟ ଉପରେ ଯଦି ଆମେ ଧ୍ୟାନ ନଦେବା ତେବେ ଭବିଷ୍ୟତରେ…

କଟା ଘା’ ପାଇଁ ତୁରନ୍ତୁ ଲଗାନ୍ତୁ ଏହିସବୁ ଜିନିଷ, ମିଳିବ ଶୀଘ୍ର ଉପଶମ

ବହୁତ ଥର ଆଘାତ ଲାଗିଯିବା କାରଣରୁ ଶରୀରରୁ ବହୁତ ମାତ୍ରାରେ ରକ୍ତ ବାହାରି ବାକୁ ଲାଗିଥାଏ । ଅଧିକ ମାତ୍ରରେ ରକ୍ତ ବାହାରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ତେଣୁ ବାହାରୁ ଥିବା ରକ୍ତକୁ ତୁରନ୍ତ ଅଟକାଇବା ଜରୁରୀ ଅଟେ । କିଛି ଘରୋଇ ଉପାୟ ମାଧ୍ୟମରେ ଆପଣ ବହୁଥିବା ରକ୍ତକୁ ସହଜରେ ଅଟକାଇ…

ଅର୍ଜୁନ ଫଳର ଉପକାରିତା:ଏହି ଫଳକୁ ପ୍ରତିଦିନ ଖାଆନ୍ତୁ, ଦୂର ହେବ ହାଡ ସହ ଜଡିତ ଅନେକ ସମସ୍ୟା

ଯଦି ଆପଣଙ୍କର ହାଡ଼ ଜନିତ ଅସୁବିଧା ରହିଛି ତେବେ ଏହି ଭିଡ଼ିଓ ଖାସ କରି ଆପଣଙ୍କ ପାଇଁ। କାରଣ ଘରେ ରହି ଫଳ ଖାଇ ଆପଣ ସୁସ୍ଥ ରଖିପାରିବେ ନିଜ ହାଡ଼। ଏହି ଫଳ ହେଉଛି ଅର୍ଜୁନ ଫଳ।ଅର୍ଜୁନ ଫଳର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, ସାଧାରଣତ ସ୍ୱାଦରେ ପରିବର୍ତ୍ତନ ଆଣିବା ପାଇଁ ଏହା ଖିଆଯାଏ…

ବ୍ଲଡ଼ କ୍ୟାନସର ପୂର୍ବରୁ ଦେଖାଯାଉଥିବା ଏହିସବୁ ଲକ୍ଷଣ, ନେଇପାରେ ଆପଣଙ୍କ ଜୀବନ, ଆଗୁଆ ସତର୍କ ରୁହନ୍ତୁ

ବ୍ୟସ୍ତ ବହୁଳ ଜୀବନ, ବଦଳୁଥିବା ଲାଇଫଷ୍ଟାଇଲ୍ ଏବଂ ଭୁଲ ଖାଦ୍ୟପେୟ କାରଣରରୁ ଲୋକଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ଗୋଟିଏ ହେଉଛି ରକ୍ତ କର୍କଟ। ରକ୍ତ କର୍କଟ/ ବ୍ଲଡ଼ କ୍ୟାନସର  ରୋଗୀଙ୍କର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ।…