Browsing Tag

health update

ସୁସ୍ଥ ହେବା ମାତ୍ରେ କାମକୁ ଫେରିଲେ ଜସ୍ମିନ ଭାସିନ, ଏୟାରପୋର୍ଟରେ ଆସିଲେ ନଜର

ଟିଭି ଅଭିନେତ୍ରୀ ଜସ୍ମିନ ଭାସିନଙ୍କ ପାଇଁ ଗତ କିଛି ଦିନ ଅତ୍ୟନ୍ତ କଷ୍ଟକର ଥିଲା । ନିକଟରେ ଏକ ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ଏକ ଇଭେଣ୍ଟ ପାଇଁ ତାଙ୍କ ଆଖିରେ ଲେନ୍ସ ବ୍ୟବହାର କରିଥିଲେ । ଯାହା ତାଙ୍କ ପାଇଁ ଏତେ ଖରାପ ହୋଇଥିଲା ଯେ ତାଙ୍କ ଆଖିର…

ଟିଭି ଅଭିନେତ୍ରୀ ଜସ୍ମିନ୍ ଭାସିନ୍ ଆଖି ଇନଫେକ୍ସ ଯୋଗୁ ପାଉଛନ୍ତି କଷ୍ଟ, ସେୟାର କଲେ ଫଟୋ

ଆଜିକାଲି ଜସ୍ମିନ୍ ଭାସିନ୍ ବହୁତ କଷ୍ଟରେ ଅଛନ୍ତି । ନିକଟରେ ଅଭିନେତ୍ରୀ ସେୟାର କରିଥିଲେ ଯେ ଏକ ଇଭେଣ୍ଟରେ ଲେନ୍ସ ପିନ୍ଧିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ଆଖିରେ ଲେନ୍ସ ପିନ୍ଧିବା ହେତୁ ତାଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ଏହା ପରେ ଅଭିନେତ୍ରୀଙ୍କୁ ହଠାତ୍ ସଠିକ୍‌ ଭାବେ…

ଶତ୍ରୁଘ୍ନ ସିହ୍ନାଙ୍କ ହେଲଥ୍‌ ଅପ୍‌ଡେଟ୍‌ ଦେଲେ ପୁଅ ଲବ୍‌ ସିହ୍ନା, କହିଲେ କାହିଁକି ହେଲା ବାପାଙ୍କ ସ୍ୱାସ୍ଥ୍ୟ ଖରାପ

ଶତ୍ରୁଘ୍ନ ସିହ୍ନାଙ୍କୁ ଡେଲି ଚେକ୍‌ଅପ୍‌ ପାଇଁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଇଥିଲା । କିନ୍ତୁ ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନଥିଲା । ବର୍ତ୍ତମାନ ଭେଟେରାନ୍ ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ କଥା ସାମ୍ନାକୁ…

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ତା ଉପରେ ନିରନ୍ତର ନଜର ରଖିଛନ୍ତି । ତେବେ ବର୍ତ୍ତମାନ ଶାହାରୁଖଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଆସିଛି । ତେବେ ତାଙ୍କ ସ୍ତ୍ରୀ ଗୌରୀ ଖାନ ମଧ୍ୟ…

ଲଗାତାର ୧୬ ଘଣ୍ଟା ଧରି ସୁଟିଂ କରିବା ଯୋଗୁ ହିନା ଖାନ ହେଲେ ଅସୁସ୍ଥ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ହେଲଥ୍‌…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ଖାନ୍ ଅନ୍ୟତମ । ସେ ଅଭିନୟ କରିଥିବା ଅକ୍ଷରା ଭୂମିକା ଯୋଗୁ ତାଙ୍କୁ ଦର୍ଶକଙ୍କ ଠାରୁ ଖୁବ୍‌ ଭଲ ପାଇବା ମିଳିଛି । ଏହି ସୋ ପରେ ହିନା ଖାନଙ୍କର ବହୁତ ଲୋକପ୍ରିୟ ବଢିଯାଇଥିଲା । ହିନା ପ୍ରାୟତଃ କିଛି ନା କିଛି ପ୍ରୋଜେକ୍ଟର…

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହମ୍ମଦ ଶାମି, ଆଶାବାଡି ଧରି ଚାଲୁଥିବା ଫଟୋ ଭାଇରଲ

ମହମ୍ମଦ ଶାମି ବିଶ୍ୱକପ ୨୦୨୩ରେ ସର୍ବାଧିକ ଓ୍ଵିକେଟ ନେଇଥିବା ବୋଲର ଭାବେ ପୁରସ୍କୃତ ହୋଇଥିଲେ । କିନ୍ତୁ ବିଶ୍ୱକପ ପରେ ଆଉ ମଇଦାନକୁ ଫେରିନଥିଲେ ଶାମି । ଗୋଇଠିରେ ଯନ୍ତ୍ରଣା ଯୋଗୁଁ କିଛିଦିନ ହେଲାଣି କ୍ରିକେଟରୁ ଦୂରେଇ ରହିଛନ୍ତି ଶାମି । ଶାମିଙ୍କ ଗୋଇଠି ସର୍ଜରୀ କରାଇଥିଲେ । ଆଉ…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଦରକାର ନାହିଁ ରିଷଭ ପନ୍ତଙ୍କ ଦ୍ୱିତୀୟ ଅପରେସନ୍‌

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଓ୍ଵିକେଟ୍‌ କିପର ବ୍ୟାଟର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରୁଛି । ଡାକ୍ତର କହିଛନ୍ତି ପନ୍ତଙ୍କର ଆଉ ଦ୍ୱିତୀୟ ଅପରେସନ୍‌ ଦରକାର ନାହିଁ । ଏମିତିକି ଆଗାମୀ ବିଶ୍ୱ କପ୍‌ରେ ପନ୍ତଙ୍କ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି ।…

ରିଷଭଙ୍କ ଲିଗାମେଣ୍ଟ ସର୍ଜରୀ ଶେଷ, ସ୍ୱାସ୍ଥ୍ୟବସ୍ଥାରେ ଘଟୁଛି ଉନ୍ନତି

କାର ଦୁର୍ଘଟଣା ପରେ ଟିମ୍‌ ଇଣ୍ଡିଆର ପ୍ରତିଭାବାନ ଖେଳାଳି ରିଷଭ ପନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ରିଷଭଙ୍କର ପୁଣି ଏକ ସର୍ଜରୀ କରାଯାଇଛି । ଏହି ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟରେ…

ଆଇସିୟୁରେ ସୁସ୍ଥ ଅଛନ୍ତି ଲତା ମଙ୍ଗେଶକର, ଝିଆରୀ ରଚନା ଦେଲେ ସୂଚନା

ବଲିଉଡର ସ୍ୱାର୍ କୋକିଳ ନାମରେ ପରିଚିତ ଲତା ମଙ୍ଗେଶକର ଆଇସିୟୁରେ ଅଛନ୍ତି । କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାକୁ ତାଙ୍କ ଝିଆରୀ ରଚନା ନିଶ୍ଚିତ କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ ଏକ ଅପଡେଟ୍ ଦେବାବେଳେ…