Browsing Tag

heavy rain fall

ବଙ୍ଗୋପସାଗରରେ ଉତ୍ତର ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୬ ରୁ ୭ ତାରିଖ ଯାଏଁ ରହିବ ବର୍ଷାର…

କେନ୍ୟୁଜ୍(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର ପୂର୍ବ, ପୂର୍ବ-କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ରାଜ୍ୟରେ ୬ ଓ ୭ ତାରିଖରେ ଏହାର…

ଆଜିଠୁ ୩୦ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂଜାରି

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର ସମ୍ଭାବନା…

ଟ୍ବିନ ସିଟିରେ ପ୍ରବଳ ବର୍ଷା, ୨୭ ଯାଏଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଟ୍ବିନ ସିଟିରେ ପ୍ରବଳ ବର୍ଷା।  ଘଡଘଡି ସହ ମୂଷଳ ଧାରାରେ ବର୍ଷା ହୋଇ ବେହାଲ ହେଲା ରାଜଧାନୀ ଭୁବନେଶ୍ବର ଓ କଟକ ସହର। ଲଘୁଚାପର ରୂପ ନେଇଛି ଘୂର୍ଣ୍ଣିବଳୟ । ଆଉ ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାରେ…

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ହେବ ସୃଷ୍ଟି, ପ୍ରବଳ ବର୍ଷାର ପୂର୍ବାନୁମାନ

କେନ୍ୟୁଜ୍(ବ୍ୟୁରୋ):  ୨୧ତାରିଖ ବେଳକୁ ବଙ୍ଗୋପସାଗରରେ ହେବ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉତ୍ତର ଉପକୂଳ…

ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ):  ବଦଳିଲା ପାଗର ମିଜାଜ୍‌। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ ଡିଗ୍ରୀ…

ଆଭ୍ୟନ୍ତରୀଣ ଓଡିଶାରେ ପୁଣି ଏକ ଘୂର୍ଣ୍ଣିବଳୟ ,ଆସନ୍ତା କାଲି ସକାଳ ୮ ଟା ୩୦ ସୁଦ୍ଧା କିଛି ଜିଲ୍ଲାମାନଙ୍କରେ ବିଜୁଳି ଓ…

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଭିତରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ମାନଙ୍କରେ ମୟୁରଭଞ୍ଜ,ସୁନ୍ଦରଗଡ,ଝାରସୁଗୁଡା,ଦେବଗଡ.ସମ୍ବଲପୁର,ଅନୁଗୁଳ,ଢେଙ୍କାନାଳ ଓ ବରଗଡ ଜିଲ୍ଲାର କିଛି ସ୍ଥାନରେ…

ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିଝଡ ସାଙ୍ଗକୁ ଝଡତୋଫାନ ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟରେ ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଅନୁଯାୟୀ…

କାଲି ସୁଦ୍ଧା ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ରାତିରେ ପ୍ରବଳ ବର୍ଷା।  ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୧୦ ଜିଲ୍ଲା ମଧ୍ୟରେ ଅଛନ୍ତି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳ ।…

ନବରଙ୍ଗପୁରରେ ଲଗାଣ ବର୍ଷା ଜାରି, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଗାଁ ଲୋକେ

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି। ୨ଦିନ ତଳେ ପ୍ରବଳ ବର୍ଷାରେ କୋଷଗୁମୁଡ଼ା ବ୍ଲକରେ ବନ୍ୟା ଉପୁଜିଥିବା ବେଳେ ଗତକାଲି ଠାରୁ ଲଗାଣ ବର୍ଷାନେଇ ନଦୀକୂଳିଆ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ଏନେଇ ଚିରମା, ଭଳିଆପାଲି ପଞ୍ଚାୟତ ସହ ପିଞ୍ଜିଲି ପଞ୍ଚାୟତର ୯ଟି ଗାଁ, ଘାଟବାସୁଲି,…