Browsing Tag

heavy rain in odisha

ଘୂର୍ଣ୍ଣିବଳୟ ପ୍ରଭାବରେ ଟ୍ଵିନ୍‌ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବର୍ଷା, ଆଜି ୯ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର(କେନ୍ୟୁଜ୍):ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସକାଳୁ ସକାଳୁ ଟ୍ଵିନ୍‌ ସିଟିରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ଲାଗିରହିଛି ବର୍ଷାର ପ୍ରଭାବ। ୨୦ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ…

୧୪ ଜିଲ୍ଳା ଜାରି ରହିବ ବର୍ଷା: ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ୨୪  ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ। ଆଜି ଉତ୍ତର ଓ ଉପକୂଳ ଅଞ୍ଚଳରେ ୧୪ ଜିଲ୍ଳା ଜାରି ରହିବ ବର୍ଷା । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ଏବଂ ଆସନ୍ତାକାଲି ବର୍ଷା ଳାଗି ରହିବ।…

ଶିମିଳିପାଳ ଅଭୟାରଣ୍ୟରେ ତୁହାକୁ ତୁହା ବର୍ଷା, ପଡାଡିହାରେ ସର୍ବାଧିକ ୧୦୪.୧୪ ମିଲିମିଟର ରେକର୍ଡ

ବାରିପଦା(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ ଜିଲ୍ଲା । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ଶିମିଳିପାଳର ପଡାଡିହାରେ ସର୍ବାଧିକ ୧୦୪.୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଡୁକୁରାରେ…

ଲଘୁଚାପ ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ନିକଟରେ ଅଶାନ୍ତ ରହିଛି ସମୁଦ୍ର, ଉଠୁଛି ବଡ଼ ବଡ଼ ଜୁଆର

ଭୁବନେଶ୍ୱର(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ପଡିଛି । ବଡ଼ ବଡ଼ ଜୁଆର ଉଠୁଛି । ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ନିକଟରେ ଅଶାନ୍ତ ରହିଛି ସମୁଦ୍ର । ମାଡ଼ି ଆସିଛି ବଡ଼ ବଡ଼ ଜୁଆର । ପାଖାପାଖି ୧୦ ଫୁଟ୍‌ ଉଚ୍ଚର ଜୁଆର ଉଠୁଛି । ରାସ୍ତା ଉପରକୁ ମାଡ଼ି ଆସିଛି ସମୁଦ୍ର ପାଣି ।…

ମର୍ଣ୍ଣିଂଓ୍ୱାକ୍ ସମୟରେ ରାଜଧାନୀକୁ ଭିଜେଇଲା ବର୍ଷା, ସକାଳ ବେପାର ମାନ୍ଦା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରେ ଲଘୁୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ରାଜଧାନୀରେ ମଧ୍ଯ ସକାଳୁ ତୁହାକୁ ତୁହା ବର୍ଷା ହେଉଛି। ଯାହାଫଳରେ ମର୍ଣ୍ଣିଂଓ୍ୱାକ୍ ବେଳେ ଲୋକେ ସମସ୍ଯାର ସମ୍ମୁଖୀନ ହେବାସହ ସକାଳ ବେପାର ମଧ୍ଯ ମାନ୍ଦା ଚାଲିଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ହେବ ଅଧିକ…

ଆସୁଛି ବଡ଼ ବର୍ଷା: ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର(କେନ୍ୟୁଜ୍): ଆସୁଛି ଲଘୁଚାପ । ଆସୁଛି ବଡ଼ ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ର ଓ…

୪୮ ଘଣ୍ଟାରେ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ

କେନ୍ୟୁଜ୍(ବ୍ୟୁରୋ): ୭ରେ ଘୂର୍ଣ୍ଣିବଳୟ। ୪୮ ଘଣ୍ଟାରେ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଲଘୁଚାପ…

ଦୁର୍ବଳ ମୌସୁମୀର ପ୍ରଭାବରେ ରାଜ୍ୟରେ ଜାରି ରହିବ ଗୁଳୁଗୁଳି, ୫ ତାରିଖରୁ ପୁଣି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ପଡ଼ିଛି ମୌସୁମୀ । ବଢୁଛି ଦିନର ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସବୁଠୁ ଉତ୍ତପ୍ତ ସହର ଅନୁଗୋଳ । ସେଠାରେ ଦିନର ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।…

ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ୪୪୪.୫ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ୨୪ ଦିନରେ ୪୪୪.୫ ମିଲିମିଟର ବର୍ଷା। ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ୪୪୪.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି। କନ୍ଧମାଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୭ ଜିଲ୍ଲାରେ ସ୍ୱାଭାବିକ…

ଆସନ୍ତାକାଲି ଠୁ ହେବ ପାଗରେ ପରିବର୍ତ୍ତନ: ୨୪ ଘଣ୍ଟାରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା…

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ପାଶ୍ୱବର୍ତି ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଆସନ୍ତାକାଲି ଠୁ ହେବ ପାଗରେ ପରିବର୍ତ୍ତନ।ଆଜି ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଂଶୀମ ଓଡ଼ିଶାରେ ବର୍ଷା । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ…

୧୭ରୁ ପୁଣି ବଡ଼ ବର୍ଷା: ୧୮ ବେଳକୁ ପ୍ରବଳ କାଚିବ, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍): ୧୭ରୁ ପୁଣି ବଡ଼ ବର୍ଷା। ୧୮ରୁ ବଢିବ ବର୍ଷାର ପରିମାଣ। ୧୮ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ସହ ଉତ୍ତର ଓ ପଶ୍ଚିମରେ ଅତିପ୍ରବଳ ବର୍ଷା…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ହେବ ହାଲୁକା ଧରଣର ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ। ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଓଡ଼ିଶା ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଛତିଶଗଡ଼ ମୁହାଁ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଭୀଷଣ…