Below header
Browsing Tag

heavy rain

ଗଭୀର ଅବପାତର ରୂପ ନେଲା ଅବପାତ, ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି

ଭୁବନେଶ୍ବର (କେନ୍ୟୁଜ): ଗଭୀର ଅବପାତର ରୂପ ନେଲା ଅବପାତ। ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି। ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ୨୧୯ ଓ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଟ୍ବିନ ସିଟିକୁ ୬ ଘଣ୍ଟା ସତର୍କତା

ଭୁବନେଶ୍ବର (କେନ୍ଯୁଜ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଡିପ୍ରେସନ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ…

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ଆଜି ଓ ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୱେଲୋ…

ଭୁବନେଶ୍ବର(କେନ୍ଯୁଜ୍):ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ। ଉତ୍ତର-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରିଭାଗରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଲଘୁଚାପ ପ୍ରଭାବରେ ଦୁଇ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଓ…

ଆଗାମୀ ୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷିବ,୧୫ ଜିଲ୍ଲାକୁ ବଜ୍ରପାତ ସତର୍କତା କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ । ୧୫ ଜିଲ୍ଲାକୁ ବଜ୍ରପାତ ସତର୍କତା କରିଛି ଆଞ୍ଚଳିକ…

ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରଭାବରେ ଆଜିଠୁ ରାଜ୍ୟରେ ଲଗାଣ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆଜିଠୁ ରାଜ୍ୟରେ ଲଗାଣ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର,…

ଆସନ୍ତା ୧୫-୧୭ରେ ଓଡ଼ିଶାରେ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ମୌସୁମୀ ଓ ନିଅଣ୍ଟିଆ ବର୍ଷା ଭିତରେ ଏକ ଭଲ ଖବର, ଆସନ୍ତା ୧୫-୧୭ରେ ଓଡ଼ିଶାରେ ପ୍ରବଳ ବର୍ଷା। ଏହି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ନିକଟ ବଙ୍ଗୋପ ସାଗରରେ ଘୂର୍ଣ୍ଣି ବଳୟ ଯୋଗୁଁ, ତା…

ଗୁଳୁଗୁଳିରୁ ମିଳିବ ତ୍ରାହି: ପୁଣି ୧୬ ସୁଦ୍ଧା ଆଉ ଏକ ଲଘୁଚାପ, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଆସୁଛି ଲଘୁଚାପ। ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୬ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ। ଲଘୁଚାପରେ ପରିଣତ ହେବା ପରେ ଏହା ବିଶାଖାପାଟଣା ନିକଟ ଉପକୂଳ ଦେଇ ଆନ୍ଧ୍ର…

୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ: ଆଜିଠୁ ୩୦ ଯାଏ ସାରା ରାଜ୍ୟରେ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲ୍‌ ମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର…

ମହାରାଷ୍ଟ୍ରରେ ମହାପ୍ରଳୟ: ତିନିଦିନ ଧରି ଲଗାଣ ବର୍ଷାରେ ଗଲାଣି ଅନେକ ଜୀବନ, ଏକ ଲକ୍ଷ ୩୫ ହଜାର ଲୋକ ସ୍ଥାନାନ୍ତର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ମହାପ୍ରଳୟ। ବର୍ଷା ବିତ୍ପାତ ଓ ଭୂସ୍ଖଳନରେ କୋଙ୍କଣ ଓ ପଶ୍ଚିମ ମହାରାଷ୍ଟ୍ରରେ ବିପର୍ଯ୍ୟୟ। ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି ଘଟିଛି। ୫୩ ଜଣ ଆହତ ହୋଇଥିବା ବେଳେ ଏବେ ବି ୯୯ ଜଣ ନିଖୋଜ ଅଛନ୍ତି । ୩ ହଜାର ୨୨୧ ଜୀବଜନ୍ତୁଙ୍କ ଜୀବନ ନେଇଛି…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ! ପ୍ରବଳ ପାଣିରେ ଲ୍ୟାଣ୍ଡସ୍ଲାଇଡ୍‌ ସହ ଭୁଷୁଡିଲା ଘର

ମହାରାଷ୍ଟ୍ର(କେନ୍ଯୁଜ୍): ମହାରାଷ୍ଟ୍ରରେ ବର୍ଷା ବିତ୍ପାତ । କୋହ୍ଲାପୁର, ରାୟଗ଼ଡ଼, ରତ୍ନଗିରି, ପାଲଘର, ଠାଣେ ଓ ନାଗପୁର ସହରର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ପ୍ରବଳ ପାଣି ଆସି କିଛି ସ୍ଥାନରେ ଲ୍ୟାଣ୍ଡସ୍ଲାଇଡ୍‌ ହେବା ସହ ଘର ଭୁଷୁଡି ପଡିଛି। କିଛି ଲୋକଙ୍କ ମୃତ୍ୟୁ ହେବା ସହ…

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆଜି ପାଇଁ ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

ଭୁବନେଶ୍ବର(କେନ୍ଯୁଜ୍): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ୨ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା…

୨୧ ତାରିଖରେ ଆସୁଛି ଲଘୁଚାପ ! ପ୍ରଭାବରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

କେନ୍ଯୁଜ୍: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୧ତାରିଖରେ ଲଘୁଚାପ ସୃଷ୍ଟ ନେଇ ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ ପୂର୍ବାନୁମାନ କରିଛନ୍ତି। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା…