Below header
Browsing Tag

help news

ଅସହାୟ ମହିଳାଙ୍କୁ ମେଡିକାଲ ପଠାଇ ମହାନତା ଦେଖାଇଲେ ସମିତି ସଭ୍ୟ, ମହତ କାର୍ଯ୍ୟ କରି ସାଉଣ୍ଟୁଛନ୍ତି ପ୍ରଶଂସା

ରାଇକିଆ  (କେନ୍ୟୁଜ); ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଅନ୍ତର୍ଗତ ବେରେଡାକିଆ ରାସ୍ତା…

ବ୍ୟସ୍ତ ବହୁଳ ଜୀବନକୁ ପଛରେ ପକାଇ ମାନବିକତା ଦେଖାଇଲେ ଭାରତୀ, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ କଲେ ସାହାଯ୍ୟ

ଆଜିର ଏ ସ୍ୱାର୍ଥପର ଦୁନିଆରେ କିଏ ବା କାହାକୁ ପଚାରୁଛି । ସମସ୍ତେ ନିଜ ସ୍ୱାର୍ଥ ପ୍ରଥମେ ଦେଖନ୍ତି । କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ନିସ୍ୱାର୍ଥପର ସେବା କରନ୍ତି । ଏହି ନିସ୍ୱାର୍ଥପର ଲୋକମାନଙ୍କ ମଧ୍ୟରୁ ପୂର୍ବତନ ଡେପୁଟୀ ମେୟର ଭାରତୀ ସିଂ ଅନ୍ୟତମ । ନିଜ କାରରେ ଯାଉଥିବା…

ରାଧେଶ୍ୟାମଙ୍କ ପାଇଁ ଗୋଡ଼ ପାଲଟିଛି ବୋଝ, ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

ସୁନ୍ଦରଗଡ(କେନ୍ୟୁଜ) : ସୁନ୍ଦରଗଡ ଜିଲ୍ଲା କୁଲଟା ଗାଁର ରାଧେଶ୍ୟାମ ନାୟକ। ବାପା, ମାଆ, ସ୍ତ୍ରୀ ଗୋଟିଏ ଛୋଟ ପୁଅ ହେଉଛି ତାଙ୍କର ପରିବାର । ଦିନେ ମୂଲ ଲାଗିବାକୁ ଯାଇଥିବା ବେଳେ ଗୋଡରେ ଲୁହା ବାଜିଗଲା। କିନ୍ତୁ ଆଘାତକୁ ଗୁରୁତ୍ୱ ନଦେଇ ତାକୁ ସାଧାରଣ ଚିକିତ୍ସା କଲେ ଆଉ ନିଜ କାମରେ ଲାଗି…