Browsing Tag

helpless old woman

ମହାଶିବରାତ୍ରୀରେ ଅନ୍ଧାର ରାତିର ସୁଯୋଗ ନେଇ ବୃଦ୍ଧାଙ୍କ ସହ ଅସଦାଚରଣ

ଜଳେଶ୍ଵର(କେନ୍ୟୁଜ): ଅନ୍ଧାର ରାତିର ସୁଯୋଗ ନେଲା । ବୃଦ୍ଧାଙ୍କ ସହ କଲା ଅସଦାଚରଣ । ଗତକାଲି ମହାଶିବରାତ୍ରୀ ଅବସରରେ ଗୋଟେ ପଟେ ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ସମସ୍ତ ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଜମିଥିଲା । ଆଉ ଏହି…

ଅସହାୟ ବାସନ୍ତୀଙ୍କ ପାଇଁ ଘର ତୋଳିଦେଲେ ସ୍ଵେଚ୍ଛାସେବୀ, ଛୁଟୁଛି ପ୍ରଶଂସା

ଆଳି(କେନ୍ୟୁଜ୍‌): ଘର ଭିତରୁ ନୀରିହ ଆଖି ଦୁଇଟିରେ ଚାହିଁ ରହିଛନ୍ତି ବୁଢୀ ମାଉସୀ । ତାଙ୍କ ନିରୀହ ଆଖିର ନିଷ୍ପାପ ଚାହାଁଣୀ ଦେଖିଲେ ଆଖିରୁ ଲୁହ ଖସି ଆସିବ ।  ଚର୍ମ ଧୁରୁଡ଼ି ଗଲାଣି । ଅଣ୍ଟା ନଇଁଗଲାଣି । କଥା ମଧ୍ୟ ଠିକ୍‌ରେ କହିପାରୁନାହାନ୍ତି । ଆଉ ଏଭଳି ଅବସ୍ଥାରେ ସେ ଦିନେ ପାଲଟଣା ଘରେ…

ପୁଅ ବୋହୂ ଘରୁ ତଡିଦେବା ପରେ ଏବେ ବସଷ୍ଟାଣ୍ଡ ପାଲଟିଛି  ଅସହାୟ ବୁଢୀ ମା’ର ଠିକଣା

ରେଢାଖୋଲ(କେନ୍ଯୁଜ୍):  ମା’, ସମସ୍ତଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ପ୍ରତ୍ୟେକ ମଣିଷ ପାଇଁ ଦୁନିଆର ସବୁ ସମ୍ପର୍କଠାରୁ ବଡ଼ ହୋଇଥାଏ ମା’ର ସମ୍ପର୍କ। ମା’ ନିଜ ଛୁଆକୁ ସବୁ ପରିସ୍ଥିତିରେ ଏବଂ ସବୁ ସମୟରେ ସାଥ୍‌ ଦେଇଥାଏ। ମା’ ଭଳି କେହି ହୋଇପାରିବେ ନାହିଁ। କିନ୍ତୁ…

ଦାରିଦ୍ର୍ଯର ତାଡନା: ରାସ୍ତା ଉପରେ ବସି ତଳେ ପଡିଯାଇଥିବା ତରକାରୀ ଖାଇଲେ ବୃଦ୍ଧା, ମାଲକାନଗିରିରୁ ଆସିଲା ଏହି ହୃଦୟ…

ମାଲକାନଗିରି:  ମାଲକାନଗିରି ସଦର ମହକୁମାରେ ଆଜି ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ଜଣେ ଅସହାୟ ବୃଦ୍ଧା ତଳେ ପଡିଥିବା ତରକାରୀକୁ ଗୋଟାଇ ଖାଉଥିଲେ। ବୃଦ୍ଧାଙ୍କ ବୟସ ପାଖାପାଖି ୭୦ ଡେଇଁବଣି। ଚାଲିବା ପାଇଁ ବଳ ପାଉ ନାହିଁ। ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ। ତେବେ ସେହି…