Browsing Tag

hero glamour blaze edition

Hero ଲଞ୍ଚ୍‌ କଲା ଗ୍ଲାମରର ବ୍ଲେଜ୍‌ ଏଡିସନ୍‌, ଦାମ୍‌ ରହିଛି ମାତ୍ର ୭୨,୦୦୦ ଟଙ୍କା

ହିରୋ ମୋଟରକର୍ପ ଭାରତରେ ଲଞ୍ଚ୍‌ କରିଛି ଗ୍ଲାମରର ବ୍ଲେଜ୍‌ ଏଡିସନ୍‌। ଏହାର ଦାମ୍‌ ରହିଛି ୭୨,୦୦୦(ଏକ୍ସ ଶୋ’ରୁମ୍‌) ଟଙ୍କା। ହିରୋ ତରଫରୁ କୁହାଯାଇଛି ଯେ ଏହି ଗ୍ଲାମର ବ୍ଲେଜ ଏଡିସନ୍‌ରେ ଗ୍ରାହକଙ୍କୁ ଷ୍ଟାଇଲ, ପରଫର୍ମାନ୍ସ ଓ କମ୍‌ଫର୍ଟ ମିଳିବ। ଏହାକୁ ନୂଆ ରଙ୍ଗ ବର୍ଣ୍ଣିୟର ଗ୍ରେରେ…