ମାତ୍ର ୭୨ ହଜାର ଟଙ୍କାରେ ଲଞ୍ଚ ହେଲା ନୂଆ Hero Destini 110, ଜାଣନ୍ତୁ ଏହା ଫିଚର୍ସ
ହିରୋ ମୋଟୋକର୍ପ ଭାରତୀୟ ବଜାରରେ ଏହାର ନୂଆ ସ୍କୁଟର Hero Destini 110 ଲଞ୍ଚ କରିଛି । ଏହା ଖାସ କରି ସୁଲଭ ମୂଲ୍ୟରେ ଆରାମ ଏବଂ ଭଲ ମାଇଲେଜ୍ ଚାହୁଁଥିବା ଲୋକଙ୍କ ପାଇଁ ଡିଜାଇନ୍ କରାଯାଇଛି । ତେବେ ଆସନ୍ତୁ ଏହି ସ୍କୁଟରର ମୂଲ୍ୟ, ଡିଜାଇନ୍, ସ୍ପେସିଫିକେସନ୍ ଏବଂ ଇଞ୍ଜିନ୍ ବିଷୟରେ ଜାଣିବା…