Below header
Browsing Tag

high court

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ । ରାୟ ସଂରକ୍ଷିତ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ଆବେଦନ କରିଛନ୍ତି ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ଓଆରଏଚଡିସି ଋଣ ମାମଲାରେ…

ବିଡିଏ ଲଟେରୀ ଜମି ନେଇଥିବା ବ୍ୟକ୍ତିଙ୍କ ଠାରୁ କିଣିଥିବା ଲୋକଙ୍କୁ ଆଶ୍ୱସ୍ତି, ମାଲିକାନା ସ୍ୱତ୍ୱ ଟ୍ରାନସଫର କରି…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ବିଡିଏ ଜମି ତୃତୀୟ ପକ୍ଷ ଭାବେ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ୱସ୍ତି। ବିଡିଏ ଠାରୁ ଜମି ଲଟେରୀ ମାଧ୍ୟମରେ ନେଇଥିବା ବ୍ୟକ୍ତିଙ୍କ ଠାରୁ କିଣିଥିବା ବ୍ୟକ୍ତିମାନେ ସେମାନଙ୍କ ନାମରେ କରି ପାରିବେ ମାଲିକାନା ସ୍ୱତ୍ୱ।…

ଦେଶର ପରବର୍ତ୍ତୀ ୫୦ ତମ CJI ହେବେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ, ଆସନ୍ତା ମାସରେ ଗ୍ରହଣ କରିବେ ଦାୟିତ୍ଵ

CJI ୟୁୟୁ ଲଳିତ କେନ୍ଦ୍ର ସରକାରଙ୍କୁ ଦେଇଥିବା ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ଚୟନ କରିଛନ୍ତି। ଏଭଳି ପରିସ୍ଥିତିରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ର ଚୂଡ ଦେଶର ପରବର୍ତ୍ତୀ ୫୦ ତମ CJI ଭାବରେ ଦାୱିତ୍ଵ ଗ୍ରହଣ କରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି…

ପୂର୍ବତନ ବିଧାୟକଙ୍କ ପେନସନ୍‌ ବୃଦ୍ଧି ଦାୟର ମାମଲା ଖାରଜ, ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ପୂର୍ବତନ ବିଧାୟକଙ୍କ ପେନସନ୍‌ ବୃଦ୍ଧି ପ୍ରସଙ୍ଗ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ଚ ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲା ଖାରଜ କରିଛନ୍ତି । ଆଗକୁ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର…

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ମାମଲା: ହାଇକୋର୍ଟରେ ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର

ପୂରୀ(କେନ୍ୟୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ଜବାବ ଦାଖଲ କରିବା ପାଇଁ ସରକାର ସମୟ ନେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି…

କଲ୍ୟାଣ ମଣ୍ଡପ ମାମଲାରେ ନୂଆ ନିୟମାବଳୀ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଅ: ସିଏମସିକୁ ହାଇକୋର୍ଟଙ୍କ…

କଟକ(କେନ୍ୟୁଜ୍): କଲ୍ୟାଣ ମଣ୍ଡପ ମାମଲାରେ ନୂଆ ନିୟମାବଳୀ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଇବା ପାଇଁ ହାଇକୋର୍ଟ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନୂତନ ନିୟମାବଳୀ ନଭେମ୍ବର ୧୪ସୁଦ୍ଧା ଅଦାଲତରେ ଦାଖଲ କରିବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ…

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା: କୋର୍ଟର ସମୟ ନଷ୍ଟ କରୁଥିବାରୁ ଉଭୟ ଗଣିବେ ୫ ହଜାର ଟଙ୍କା ତଣ୍ଡ

କଟକ(କେନ୍ୟୁଜ୍): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର କଟକ ପରିବାର ଅଦାଲତରେ ଶୁଣାଣି କରି କୋର୍ଟ ଉଭୟଙ୍କ ଆବେଦନକୁ ଗ୍ରହଣ କରିବା ସହ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ତଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୪ ତାରିଖ ସୁଦ୍ଧା ଏହି ତଣ୍ଡ କୋର୍ଟରେ ଦାଖଲ କରିବାକୁ କୋର୍ଟ…

ଅନୁଭବ ଓ ବର୍ଷା ପାରିବାରିକ ବିବାଦରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ; ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା

କଟକ (କେନ୍ୟୁଜ):  ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା: ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ, ୪ ଜଣଙ୍କ ବିରୋଧରେ…

କଟକ(କେନ୍ୟୁଜ୍): ହାଇକୋର୍ଟରେ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ସାରି ୪ ଜଣଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି । ଆଇପିସିର ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପକସୋ…

୨୦୦୪ ଫେବ୍ରୁଆରୀ ୨୮ର ରିଜୋଲ୍ୟୁସନ ଅନୁଯାୟୀ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ନିୟମିତ କର:…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ୨୦୦୪ ଫେବ୍ରୁଆରୀ ୨୮ର ରିଜୋଲ୍ୟୁସନ ଅନୁଯାୟୀ  ଆସୁଥିବା ସମସ୍ତ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ନିୟମିତ କର । ବ୍ରହ୍ମପୁରର ଶିକ୍ଷୟିତ୍ରୀ ହରପ୍ରିୟା ପାତ୍ର ଓ ଅନ୍ୟମାନଙ୍କ ଆବେଦନର…

ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ୩୮୧ ଜଣ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ତ୍ୱରାନ୍ୱିତ ହେବ, ପଥ ପରିଷ୍କାର କଲେ…

କଟକ(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ୩୮୧ ଜଣ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ନେଇ ପଥ ପରିଷ୍କାର କରିଛନ୍ତି ହାଇକୋର୍ଟ। ଏ ସଂକ୍ରାନ୍ତରେ ହାଇକୋର୍ଟରେ ଥିବା ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି…

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର (କେନ୍ୟୁଜ): ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡିଶା ହାଇକୋର୍ଟ। ୨୦ ଲକ୍ଷ ଟଙ୍କା ଜମା ଦେଇ ଯାଇ ପାରିବେ ଜାମିନରେ। ଏହା ସହିତ ଅନ୍ୟାନ୍ୟ ସର୍ତ୍ତ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲା ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ…