ନୂଆ ରେକର୍ଡ କଲା Vivo V20 , ୬ ଦିନରେ ହୋଇଛି ୧ ଲକ୍ଷରୁ ଅଧିକ ବୁକିଂ
Vivo V20 ସ୍ମାର୍ଟଫୋନ୍କୁ ନେଇ ଲୋକଙ୍କ ମଧ୍ୟରେ ଖାସ୍ କ୍ରେଜ୍ ଦେଖିବାକୁ ମିଳିଛି। ଭିଭୋ ତରଫରୁ ଘୋଷଣା କରାଯାଇଛି ଯେ ମାତ୍ର ୬ ଦିନରେ ୧ ଲକ୍ଷ ଭିଭୋ ଭି୨୦ ସ୍ମାର୍ଟଫୋନ୍ର ପ୍ରି ବୁକିଂ ହୋଇସାରିଲାଣି। ସୂଚନାଯୋଗ୍ୟ ଯେ ଭିଭୋ ଗତ ସପ୍ତାହରେ ଏହି ସ୍ମାର୍ଟଫୋନ୍କୁ ଭାରତରେ ଲଞ୍ଚ୍…