Browsing Tag

hockey star amit rohidas

ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ବିଜେତା ହେଲେ, ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର । ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ବିଜେତା ଭାରତୀୟ ପୁରୁଷ ହକି ଦଳ ସଦସ୍ୟ ଅମିତଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇନାଲରେ ଗୋଟିଏ ଗୋଲ୍ ଦେଇଥିଲେ ଅମିତ । ଉଚ୍ଚକୋଟୀର…

ଅର୍ଜୁନ ଆୱାର୍ଡ ପାଇବା ପରେ ହକି ତାରକା ଅମିତ ରୋହିଦାସଙ୍କୁ ଭେଟିଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ଯୁଜ୍): ଭାରତୀୟ ହକି ତାରକା ଅମିତ ରୋହିଦାସଙ୍କୁ ଭେଟିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଅର୍ଜୁନ ଆୱାର୍ଡ ପାଇବା ପରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ବର୍ତ୍ତମାନ କିଟ୍‌ ୟୁନିଭର୍ସିଟିରେ ସୋସିଓଲୋଜିରେ ବିଏ ପାଠ ପଢ଼ୁଛନ୍ତି ଅମିତ ରୋହିଦାସ।…