Browsing Tag

hockey team

କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଅଭିଯାନ ବିଜୟରୁ ଆରମ୍ଭ, ପ୍ରଥମ ମ୍ୟାଚରେ ଘାନାକୁ ୧୧-୦ ହରାଇଲା

ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଧିତ୍ୟ ଜାରି ରଖି ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୫ ଗୋଲ…

ଓଡ଼ିଶା ପାଇଁ ଖୁସି ଖବର: ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ଦାୟିତ୍ୱରେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପାଇଁ ଖୁସି ଖବର। ବୀରେନ୍ଦ୍ର ଲାକ୍ରାଙ୍କୁ ଉପ ଅଧିନାୟକ ଦାୟିତ୍ୱ। ଡିଫେଣ୍ଡର ଭାବେ ଖେଳୁଛନ୍ତି ବୀରେନ୍ଦ୍ର ଲାକ୍ରା । ଭାରତୀୟ ପୁରୁଷ ହକି ଟିମ୍‌ରେ ବୀରେନ୍ଦ୍ର ଲାକ୍ରାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମନପ୍ରୀତ ସିଂହଙ୍କୁ ପୁରୁଷ ହକି ଟିମ୍‌ର…

ଟୋକିଓ ଅଲିମ୍ପିକ୍ସ: ମହିଳା ହକି ଟିମରେ ଓଡିଶାରୁ ଦୀପ ଗ୍ରେସ୍ ଏକ୍କା

ଭୁବନେଶ୍ୱର(କେ ନ୍ୟୁଜ):  ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି । ଏହି ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି । ତେବେ ଆଉ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ…

ଏଫଆଇଏଚ୍ ମେନ୍ ସିରିଜ୍ ଫାଇନାଲ: ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଖେଳାଳି

ଏଫଆଇଏଚ୍ ମେନ୍ ସିରିଜ୍ ଫାଇନାଲ ପାଇଁ ଭୁବନେଶ୍ୱରରେ ପହଂଚିଲେ ଭାରତୀୟ ହକି ଖେଳାଳି । ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲଙ୍କୁ ଅଣାଯାଇଛି। ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ ।

ଶ୍ରୀକ୍ଷେତ୍ର ପୁରୀରେ ଭାରତୀୟ ହକି ଦଳ

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀରେ ଭାରତୀୟ ହକି ଦଳ । ସମୁଦ୍ର ସ୍ନାନର ମଜା ନେବା ସହ ଭଲିବଲ୍‌ ଖେଳିଛନ୍ତି ଟିମ ଇଣ୍ଡିଆ ଖେଳାଳୀ । ବେଳାଭୂମିର ମଜା ନେବା ସହ ମଟର ସାଇକେଲ ଚଳାଇ ବେଳାଭୂମିରେ ସେଲ୍ପି ନେଇଥିଲେ । ସେହିପରି ପୁରୀ ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ଭୋଜନ କରିଛନ୍ତି । ହୋଟେଲ…

ବଢୁଛି ହକି ଫିଭର, ବିଶ୍ୱକପ ପାଇଁ ପହଞ୍ଚିଲେଣି ଭାରତ ସମେତ ୬ଟି ଦଳ

ଭୁବନେଶ୍ବର :  ଚୀନ ପୁରୁଷ ହକି ଟିମର ଜୋରଦାର ପ୍ରାକ୍ଟିସ । ଭୁବନେଶ୍ୱରରେ ରହୁଥିବା ହୋଟେଲ ପରିସରରେ ଅଭ୍ୟାସ ଚଳାଇଛନ୍ତି ଟିମ୍‌ର ଖେଳାଳି । କଳିଙ୍ଗ ଷ୍ଟାଡିୟମରେ ସବୁ ଦଳର ପ୍ରାକ୍ଟିସ ପାଇଁ ବ୍ୟବସ୍ଥା ହୋଇଛି । ହେଲେ ବିଶ୍ୱକପ୍‌ ହକି ପାଇଁ ମଝିରେ ଆଉ ୪ ଦିନ ବାକି ରହିଲା । ଏଥିଲାଗି ଚୀନ…