Browsing Tag

hot wave

ଯେଉଁଠି ବାଘ ଭଳିଆ ଶୀତ ହେବା କଥା ସେଠି ଏବେ ଦିନର ଖରା ଜଳାଉଛି, ଏବେଠୁ ଏତେ ଆଗକୁ କେତେ ?

ଭୁବନେଶ୍ବର(କେନ୍ୟୁଜ୍): ମାଘରେ ମାଡ଼ି ଆସିଲାଣି ଟାଣ ଖରା । ଯେଉଁଠି ବାଘ ଭଳିଆ ଶୀତ ହେବା କଥା ସେଠି ଏବେ ଦିନର ଖରା ଜଳାଉଛି । ଜାନୁଆରୀରୁ ଶୀତ ଗାଏବ ସହ ବଢୁଛି ତାପମାତ୍ରା । ଏଥିରୁ ବାଦ୍‌ ପଡ଼ିନି ରାଜଧାନୀ । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ସବୁଠୁ ଉତପ୍ତ…