Below header
Browsing Tag

hotel in space

ଖୁବ୍ ଜଲଦି ଜହ୍ନ-ତାରାଙ୍କ ଭିତରେ ବସି କରିବେ ଡିନର, ମହାକାଶରେ ଖୋଲିବ ଆଲିସାନ୍ ହୋଟେଲ୍‌

ବହୁତ ଜଲଦି ଦୁନିଆର ପ୍ରଥମ ସ୍ପେସ୍ ହୋଟେଲ ଖୋଲିବାକୁ ଯାଉଛି। ଆପଣ ଏହି ହୋଟେଲରେବ୍ରେକଫାଷ୍ଟ, ଲଞ୍ଚ୍ ଏବଂ ଡିନର ସବୁକିଛି କରିପାରିବେ। ଏହା ଶୁଣି ନିଶ୍ଚୟ ଆପଣ ଭାବୁଥିବେ ମହାକାଶରେ ହେଉଥିବା ଏହି ହୋଟେଲ କେମିତି ହେବ ଏବଂ ଏଥିରେ କଣ କଣ ସବୁ ସୁବିଧା ରହିଛି। ଆସନ୍ତୁ ଏହି ପ୍ରଶ୍ନର ଉତ୍ତର…

ମହାକାଶରେ ହୋଟେଲ କରିବ ନାସା! ପ୍ରସ୍ତୁତି ଶେଷ

ଆପଣ ଦୁନିଆର ଯେଉଁ ସ୍ଥାନକୁ ବି ବୁଲିବାକୁ ଯାଆନ୍ତୁ ନା କାହିଁକି, ସେଠି ଆପଣଙ୍କର ପ୍ରଥମ ପ୍ରାଥମିକତା ରହିବ ଭଲ ହୋଟେଲର ଚୟନ, ଯେଉଁଠି ଆପଣ ରାତିରେ ଆରାମରେ ସମୟ ବିତାଇ ପାରିବେ। କିନ୍ତୁ ଆପଣଙ୍କୁ ଏହା ଜଣାଅଛି କି, ଆମେରିକୀୟ ମହାକାଶ ଏଜେକ୍ସି (ନାସା) ମହାକାଶରେ ଠିକ୍ ଏମିତି ହିଁ ଏକ…